
(ନିମପୁର ଠାରେ 62ଏକର ଗୋଚର ଜମି ଉପରେ କମ୍ପାନୀ ଙ୍କୁ ବିରୋଧ | ମେଡିକାଲ କଲେଜ ପ୍ରତିଷ୍ଠା କୁ ସ୍ୱାଗତ ନଚେତ ବ୍ୟାପକ ଜନ ଆନ୍ଦୋଳନ ଚେତାବନୀ ) ଜଗତସିଂହପୁର ତା= 12/5/23 ଜଗତସିଂହପୁର ବ୍ଲକ ଅଳସୁଧା ପଞ୍ଚାୟତ ନିପୁର ଠାରେ 62ଏକର ଗୋଚର ଜମି ଉପରେ ଜ଼ିଲ୍ଲା ପ୍ରଶାସନ ବିଭିନ୍ନ ଶିଳ୍ପନୁଷ୍ଠାନ ପ୍ରତିଷ୍ଠା କରିବା ନିମନ୍ତେ ଇଡିକୋ ଜରିଆରେ ଜମି ଅଧିଗ୍ରହଣ କରି ସୀମା ନିର୍ଧାରଣ କରୁଥିବା ବେଳେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି |ଏହି 62 ଏକର ଗୋଚର ଜମି ଉପରେ ଜ଼ିଲ୍ଲାବାସୀ ଙ୍କ ସମୂହ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜ଼ିଲ୍ଲା...
![(ବିଶିଷ୍ଟ ନାଟ୍ୟକାର ଇଂ କିଶୋର ମହାପାତ୍ର ଙ୍କ ଦ୍ୱାଦଶାହା ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୁତି ସଭା ଅନୁଷ୍ଠିତ]](https://www.jagratbharatnews.in/wp-content/uploads/2023/06/Screenshot_2023-06-10-15-23-49-73_7352322957d4404136654ef4adb64504-2.jpg)














