
(ଓଡିଶା ସାମ୍ବାଦିକ ସଂଗଠନ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =21/5/23 ଓଡିଶା ସାମ୍ବାଦିକ ସଂଗଠନ ଜଗତସିଂହପୁର ଜ଼ିଲ୍ଲା ଶାଖାର ପଞ୍ଚମ ବାର୍ଷିକ ଉଛବ ସ୍ଥାନୀୟ ଡ଼ାକ ବଙ୍ଗଳା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି | ଓଡିଶା ସାମ୍ବାଦିକ ସଂଗଠନ ଜଗତସିଂହପୁର ଜ଼ିଲ୍ଲା ସଭାପତି ବରିଷ୍ଟ ସାମ୍ବାଦିକ ବୀରବର ଦଳାଇ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଘ ସଚିବ ପ୍ରସନ୍ନ ଦାସ ପ୍ରଦୀପ ପ୍ରଯ୍ୟଳନ କରି ପ୍ରଭୁ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବାର୍ଷିକ ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଜଗତସିଂହପୁର...















