
*(ଏରସମା ବ୍ଲକ ଜିଲ୍ଲା ପରିଷଦ ଶିକ୍ଷକ ସଂଘକୁ ମିଳିଲା ରାଜ୍ୟ ସଂଘର ସ୍ବୀକୃତୀ*) ଜଗତସିଂହପୁର ତା =15/5/23 ଏରସମା ବ୍ଲକର ସମସ୍ତ ଜିଲ୍ଲାପରିଷଦ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏରସମା କାଣିପଦା, ଜାମୁମଠ ଠାରେ ସଂଘର ପୁନଃ ଗଠନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା |ଏହି ପୁନଃର ଗଠିତ ଜ଼ିଲ୍ଲା ପରିଷଦ ଶିକ୍ଷକ ସଂଘକୁ ରାଜ୍ୟ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସ୍ବୀକୃତି ପ୍ରଦାନ କରିଛି । ଏହି ମର୍ମରେ ରାଜ୍ୟ ସଂଘ ସଭାପତି ସୁଶାନ୍ତ କୁମାର ବେହେରା ଏରସମା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ପ୍ରେରଣ କରିଛନ୍ତି ।ଏରସମା ବ୍ଲକ ନବନିର୍ବାଚିତ ଜ଼ିଲ୍ଲା ପରିଷଦ ଶିକ୍ଷକ...















