ଶିକ୍ଷକ ଚନ୍ଦନ ବେହେରା ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନକଲେ ରାଜ୍ୟପାଳ ଜଗତସିଂହପୁର ତା =7/3/25ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ( ପରାମର୍ଶଦାତା) ପୁରସ୍କାର ଭାରତୀୟ ରେଡ୍ କ୍ରସ ସଂଗଠନ,ଓଡ଼ିଶା ରାଜ୍ୟ ଶାଖା,ଭୁବନେଶ୍ୱର ପକ୍ଷରୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି l ରାଜଭବନ ର ଅଭିଶେଖ ହଲ ରେ ଆୟୋଜିତ ଏକ ବର୍ଣ୍ୟlଢ଼ ଉତ୍ସବ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଡା. ହରିବାବୁ କମ୍ଭମ୍ ପାଟି ଏହି ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି l ସମାଜ ସେବା, ବୃକ୍ଷରୋପଣ, ସଂଗଠନ, ସଚେତନତା କାର୍ଯ୍ୟକ୍ରମ, ଶିକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ର ସଫଳତାର ସହ ଆୟୋଜନ ପାଇଁ ଏହି ରାଜ୍ୟ...






