
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ରବିବାରରେ ଶେଷ ହେଉଥିବା ଏହି ଯୁଦ୍ଧବିରାମର ସମୟ ସୀମାକୁ ବଢାଇବାର ଉଦ୍ଦେଶ୍ୟ...

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ପାଇଁ କଳ୍ପନା ଛକ ଓ ଫାୟାର ଷ୍ଟେସନ ନିଟକରେ ଦୁଇଟି ଅସ୍ଥାୟୀ ଶୀତଳ ଆଶ୍ରୟସ୍ଥଳ ଆଜି ଉଦଘାଟିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦୁଇଟି ଶୀତଳ ଆଶ୍ରୟସ୍ଥଳର ଶୁଭ ଉଦଘାଟନ...

ଭୁବନେଶ୍ୱର: ରାଜ୍ୟର ହେବାକୁ ଥିବା ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟର ରେ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର...

ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା: ସାଧାରଣ ଓ ଏକ୍ସପ୍ରେସ୍ ଭଡ଼ା ୨ ପଇସା ବୃଦ୍ଧି ଭୁବନେଶ୍ୱର: ରାଜ୍ୟରେ ବସ୍ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି ପାଇଛି। ଡିଜେଲ ଦରରେ ପରିବର୍ତ୍ତନ କାରଣରୁ ସ୍ୱୟଂକ୍ରିୟ ଭଡ଼ା ନିର୍ଦ୍ଧାରଣ ବ୍ୟବସ୍ଥା (Automatic Fare Revision Mechanism) ଅନୁଯାୟୀ ରାଜ୍ୟ ପରିବହନ...

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର । ଜଏନିଂ ଓ ପୋଷ୍ଟିଂ ଅର୍ଡର ମିଳିବାରେ ବିଳମ୍ବକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ...

ଆଜି ପବିତ୍ର ସାବିତ୍ରୀ ବ୍ରତ। ଓଡ଼ିଶାର କୋଣ-ଅନୁକୋଣରେ ଏହି ପର୍ବକୁ ସନାତନ ସଂସ୍କୃତିର ଏକ ମହାନ ପ୍ରତୀକ ଭାବେ ବେଶ୍ ଧୂମଧାମରେ ପାଳନ କରାଯାଉଛି। ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରି ଆଜି ଏହି ନିଷ୍ଠାପୂର୍ଣ୍ଣ ବ୍ରତ ରଖିଛନ୍ତି।ଵ୍ରତର ମହତ୍ତ୍ୱ ଓ ପରମ୍ପରାପୌରାଣିକ କଥାବସ୍ତୁ ଅନୁଯାୟୀ, ମହାସତୀ ସାବିତ୍ରୀ ନିଜର ସତୀତ୍ୱ...

ଭୁବନେଶ୍ୱର,୧୭/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ ବିହାର ଯାତ୍ରା କରି ପ୍ରଚାର ଶେଷ କରି ଓଡ଼ିଶା ଫେରିବେ।ବିହାର ବିଧାନସଭା ନିର୍ବାଚନ ପାଖେଇ...

ମାମଲାକୁ ରଫାଦଫା କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ଲକ୍ଷ ଲାଞ୍ଚ ନେବେ ବେଳେ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇ ଧରିଛି। ଲାଞ୍ଚ ନେଇ ଧରାପଡ଼ିଥିବା ବରିଷ୍ଠ ଆଇପିଏସ୍ ଜଣଙ୍କ ହେଲେ ପଞ୍ଜାବ(Punjab) ଅନ୍ତର୍ଗତ ରୋପର ରେଞ୍ଜର ଡିଆଇଜି ହରଚରଣ ସିଂହ ଭୁଲ୍ଲାର।ଗୋଟିଏ ମାମଲାର ରଫାଦଫା କରିବାକୁ ହରଚରଣ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀଙ୍କୁ ସେ...

ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏନେଇ ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ ଶାହ । ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ ।କାଲି ଛତିଶଗଡରେ...

ଵଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ...

ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ରହିଛି। ୧୨ଜଣଙ୍କ ମଧ୍ୟରେ ରହିଛନ୍ତି ବିଜେପିରେ ଯୋଗ ଦେଇଥିବା ମୈଥିଲୀ ଠାକୁର। ତାଙ୍କୁ ଅଲୀନଗରରୁ ପ୍ରାର୍ଥୀ କରାଯାଇଛି।ମୈଥିଲୀ ଠାକୁରଙ୍କ ଜନ୍ମ ବିହାରର ମଧୁବନୀ ଜିଲ୍ଲାର ବେନିପଟ୍ଟିରେ ହୋଇଥିଲା। ସେ ସଙ୍ଗୀତ ଜଗତର...

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି ପୁଲିସ ଟିମ୍...








All rights reserved. Designed by Inter Softech