
ତାଳଚେର ଜଗନ୍ନାଥ ମନ୍ଦିରରେ ଚନ୍ଦନଯାତ୍ରା଼ ତାଳଚେର,୧୨/୦୫ ତାଳଚେର ଜଗତରନାଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୂଙ୍କୁର ଚନ୍ଦନଯାତ୍ରା ତଥା ଚାପଖେଳ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ୨୧ଦିନ ଧରି ଠାକୁରଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ତାଳଚେରର ଇଷ୍ଟଦେବ ମଦନମୋହନ ରଧାକୃଷ୍ଣଙ୍କ ଯୁଗଳମୂର୍ତିକୁ ଏକ ସୁସଜ୍ଜିତ...

ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଘେରିଲେ ପଂଚାୟତବାସୀ ତାଳଚେର, ୧୨/୦୫ ଲିଙ୍ଗରାଜ କୋଇଲା ଖଣି ଠାରୁ ଶହେ ମିଟର ଦୂରରେ ରହିଥିବା କଣ୍ଢାଳ ପଂଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦୟାନିଧିପୁର, ରସାଳପୁର, ମଦନମୋହନପୁର, ଲାଙ୍ଗିଯୋଡ଼ା, କୃଷ୍ଣଚନ୍ଦ୍ରପୁର ଇତ୍ୟାଦି ଗ୍ରାମ ଗୁଡ଼ିକରେ ଜଳସଙ୍କଟକୁ ନେଇ ପୂର୍ବନିଷ୍ପତିକ୍ରମେ ଆଜି ଗ୍ରାମ ଗୁଡ଼ିକର ପୁରୁଷ ଓ ମହିଳାମାନେ ଗରା, ବାଲ୍ଟି ନେଇ ତାଳଚେର...

ଅଶାନ୍ତ ବେଲପାହାଡ଼ .. ହତ୍ୟାକାଣ୍ଡ, ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ଝାରସୁଗୁଡା ଜିଲ୍ଲା(ଜାଗ୍ରତ ଭାରତ ନ୍ୟୁଜ) ଝାରସୁଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଜିଲ୍ଲାର ବେଲପାହାଡ଼ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଦୁଇ ଜଣ ପ୍ରମୁଖ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି । ସେମାନେ ହେଲେ ସମ୍ବଲପୁର ବୁର୍ଲା ଥାନା...

ବଅଁରପାଳ ବ୍ଲକରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ- ପ୍ରକଳ୍ପର ଶୁଭଉଦ୍ଘାଟନ କଲେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସନ୍ତ୍ରୀ ଛକ-ମହୀଧରପୁର-ହାତୁରା ୨୦ କିମି ରାସ୍ତାରେ ସୌରଚାଳିତ ଷ୍ଟ୍ରିଟଲାଇଟ ବ୍ୟବସ୍ଥା ବଅଁରପାଳଠାରେ ସର୍ବସାଧାରଣ ଆଶ୍ରୟସ୍ଥଳ ଶୁଭାରମ୍ଭ ପିଏସ୍ଏସ୍ଜେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ପରୀକ୍ଷାଗାର ମେରାମଣ୍ଡଳୀ, ୧୨/୦୫/୨୦୨୬- ସ୍ଥାନୀୟ ଅଞ୍ଚଳର...

ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଖସଡା ଅନୁମୋଦନ, କଳାହାଣ୍ଡି ଭବାନୀପାଟଣା (ଜାଗ୍ରତ ଭାରତ , ) ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ କୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ତା. ୧୨.୦୫.୨୦୨୬ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ବାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ କକ୍ଷରେ ଆୟୋଜିତ...

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ କନ୍ଧମାଳ , ତା, ୧୨/୦୫: (ସୁଶୀଳ କୁମାର ପାଣିଗ୍ରାହୀ): ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା...

ମଣିପୁରରେ ସୁରକ୍ଷା ବଳ ତଲାସି ଅଭିଯାନ ସମୟରେ ଗତକାଲି ଉଗ୍ରବାଦୀ ସଂଗଠନଗୁଡ଼ିକର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି । ମଣପୁର ପୋଲିସ୍ର ସୂଚନା ଅନୁଯାୟୀ, PLA ଉଗ୍ରବାଦୀ ସଂଗଠନର ୨ ଜଣ ଏବଂ KCP-MEL ଏବଂ UNLF-K ଗୋଷ୍ଠୀର ଜଣେ ଲେଖାଏଁ ଇଷ୍ଟ୍ରବାଦୀଙ୍କୁ ଗିରଫ କରାଯାଇଛି । ଭାରତ-ମିଆଁପାର ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ମଣିପୁରର ତେଙ୍ଗପାଲ...

ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ।। ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି....

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି ଭୁବନେଶ୍ୱର, ୦୮/୦୯ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଓଡିଶା ରାଜନୀତି ପାଇଁ ଆସିଛି ବଡ ଖବର । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି । ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି ।...

ନୂଆଦିଲ୍ଲୀ – ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ଏହି ଅଧିବେଶନରେ ସମ୍ବୋଧିତ କରିବେ । ୟୁକ୍ରେନ ଯୁଦ୍ଧ ସମୟରେ ରୁଷରୁ ତେଲ କିଣିବା ପାଇଁ...

ଭୁବନେଶ୍ୱର, ୦୭/୦୯ : ପଶ୍ଚିମ ସିଂହଭୂମ ଜିଲ୍ଲାରେ ଆଜି ଭୋର ସମୟରେ ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗ୍ରାମର ବୁର୍ଜୁୱା ପାହାଡ଼ ନିକଟରେ ପୋଲିସ ଏବଂ ସିପିଆଇ ମାଓବାଦୀ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଚୈବସା ପୋଲିସ କ୍ୟାପଟେନ ଗୁପ୍ତ ସୂଚନା ପାଇଥିଲେ ଯେ ନକ୍ସଲ ସଂଗଠନର ସକ୍ରିୟ ସଦସ୍ୟମାନେ ଗୋଇଲକେରା ଥାନା...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଗସ୍ତ କରିବେ। ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ରୂପନଗର,...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-14-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-14-scaled.jpg)





All rights reserved. Designed by Inter Softech