
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଥମୁ ନାହିଁ ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ପଦ୍ମପୁର ଗାଁ ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ସାଇତା ଧାନ ଖାଇଛନ୍ତି ୧୬ ଟିକିଆ ହାତୀ ପଲ ସେହିପରି ବାଲି ବନ୍ଧ...

ଚମ୍ପୁଆ ଥାନା ଅନ୍ତର୍ଗତରେ ସନ୍ଦେହଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବଡ଼ନଇ ପଞ୍ଚାୟତ ପଳଶା ଗ୍ରାମ ର ଉମେଶ ମୁଣ୍ଡା (27)ଙ୍କ ମୃତ ଶରୀର ଘର ନିକଟରେ ଥିବା ଏକ ବିଲ ମଝିରେ ସନ୍ଦେହ ଜନକ ଅବସ୍ଥାରେ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ...

ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର ସର୍ବୋଚ୍ଚ ପୋଲିସ ସମ୍ମାନ ‘ଡିଜିପି ଡିସ୍କ’ରେ ସମ୍ମାନିତ । କେନ୍ଦୁଝର ଜିଲ୍ଲା ପୋଲିସ୍ ପାଇଁ ଗୌରବ ଆଣିଲେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ, ଯେ ବଡ଼ବିଲ ଥାନାର ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର...

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତରଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ବାଲିଗୁଡ଼ା, ତା, ୦୨/୦୫ : (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ...

ବଡ଼ବିଲ ପୌରାଞ୍ଚଳରେ କ୍ରୀଡ଼ା ସଙ୍ଘ ପକ୍ଷରୁ ନକଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ବିକାସମହଲ ଖେଳ ପଡିଆ ଠାରେ ବଡ଼ବିଲ କ୍ରୀଡ଼ା ସଙ୍ଘ ପକ୍ଷରୁ ନକଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର...

ଆଜି ଅପରାହ୍ନ ୪ ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଫଳାଫଳ, ଏବଂ ମଧ୍ୟମା ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ କରାଯିବ। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ମାତୃଭାଷା...

ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD)ର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ ଘଟିଛି । ବୁଧବାର ସନ୍ଧ୍ୟାରେ ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।...

ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF) ଏବଂ ବାଂଲାଦେଶ ସୀମା ସୁରକ୍ଷା ବାହିନୀ (BGB) ମୁହାଁମୁହିଁ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଭୋର...

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, ‘ଅପରେସନ୍ ସିନ୍ଦୂର’ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଘୋଷଣା କରିଛି ଯେ, ଆଗାମୀ IPL 2025 ର ଶେଷ ଉତ୍ସବ ଭାରତୀୟ ସଶସ୍ତ୍ର...

ନୂଆଦିଲ୍ଳୀ: କିଛି ବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। କେବଳ ମହାରାଷ୍ଟ୍ରରୁ...

ଆମେରିକା ସରକାର ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ନିୟମ ପାଳନ ନ କରିବା ପାଇଁ ସେମାନଙ୍କର ଭିସା ବାତିଲ କରାଯାଇପାରେ। ଯଦି କେହି ନିଜ ଅନୁଷ୍ଠାନକୁ ନ ଜଣାଇ କ୍ଲାସ ଛାଡି ଦିଅନ୍ତି କିମ୍ବା ପାଠପଢ଼ା ଛାଡି ଦିଅନ୍ତି, ତେବେ ତାଙ୍କ ଭିସା ବାତିଲ ହୋଇପାରେ। ଏହି କାର୍ଯ୍ୟ ଭବିଷ୍ୟତରେ ଆମେରିକା ଭିସା ପାଇଁ ତାଙ୍କର...

ଦେଶରେ କୋଭିଡ-୧୯ ମାମଲା ଲଗାତାର ବଢିବାରେ ଲାଗିଛି । ଖାସ୍ କରି ମହାନଗରରେ କରୋନା ଭାଇରସ ମାମଲା ବଢିବାରେ ଲାଗିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି । INSACOG ଅନୁସାରେ,...








All rights reserved. Designed by Inter Softech