
ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଇଲା ଖଣି ଥିବା ଜିଲ୍ଲାମାନଙ୍କର ତାପଜ ଶକ୍ତି ତଥା ଅନ୍ୟାନ୍ୟ ପ୍ରକଳ୍ପରେ ଜମି ଅଧିଗ୍ରହଣ, ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଗୋଳ,...

ଭୁବନେଶ୍ଵର: ସରକାରୀ ଆୟୁର୍ବେଦ, ହୋମିଓପାଥିକ କଲେକର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି । କାର୍ଯ୍ୟରତ ଚୁକ୍ତିଭିତ୍ତିକ ଲେକଚର, ରିଡର ଓ ପ୍ରଫେସରଙ୍କ ଦରମା ବଢିଲା । ଚୁକ୍ତିଭିତ୍ତିକ ଲେକଚରଙ୍କ ଦରମା ପ୍ରତିମାସ ୭୦ ହଜାର ଟଙ୍କା ହୋଇଥିବାଳବେଳେ ରିଡରଙ୍କ ଦରମା ୪୦ ହଜାରରୁ ୮୦ ହଜାର ହୋଇଛି । ସେହିପରି ପ୍ରଫେସରଙ୍କ ଦରମା ୭୦ ହଜାରରୁ ୧...

ଭୁବନେଶ୍ଵର: କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର କାରଣ ଜାଣିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ଘଟଣା କାହିଁକି ଘଟିଲା ଓ ଏହାର ଯେପରି ପୁନରବୃତି ନ ହୁଏ ସେଥିପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସଂପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)
ଜାଗ୍ରତ ଭାରତ ନ୍ୟୂଜ୍ ବିଶେଷ: ଆଜିର ରାଶିଫଳ (୨୯ ଏପ୍ରିଲ ୨୦୨୬, ବୁଧବାର) 🌟 ଦର୍ଶକବନ୍ଧୁ, ଆସନ୍ତୁ ଜାଣିବା ଆଜିର ୧୨ଟି ରାଶିର ଶୁଭ ଫଳାଫଳ, ଶୁଭ ରଙ୍ଗ, ଶୁଭ ସଂଖ୍ୟା, ଶୁଭ ସମୟ ଏବଂ ପ୍ରତିକାର। ୧. ମେଷ ରାଶି (Aries) ୨. ବୃଷ ରାଶି (Taurus) ୩. ମିଥୁନ ରାଶି (Gemini) ୪. କର୍କଟ...

ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା ଅଦ୍ୟତା 27 ଏପ୍ରିଲ 2026 ରେ , ବିଶ୍ବ ଯୁବ କେନ୍ଦ୍ର,ବାଣୀନାଳୀ, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯକ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବଅଁରପାଳ,ଜୁହାର ପୁର , ଗୋଡସନ୍ତ୍ରି, ନଳଚନ୍ଦ୍ରପୂର, ସିମିଲିଛୁଇଁ, ବଉଳିଗଡ, ଅରାହlଟ ପୁରିକିଆ,...

ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ କୋର୍ଟ ପାଖ ମଧୁବାବୁ ଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ମଧୁବାବୁ ଏବଂ ଉତ୍କଳ ପ୍ରଦେଶ ସମ୍ମାନାର୍ଥେ ବିଭିନ୍ନ ଜୟଗାନ...

ଆଇପିଏଲ ସସପେଣ୍ଡ । ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ । ଭାରତ-ପାକିସ୍ଥାନ ଉତ୍ତେଜନା ଭିତରେ ବିସିସିଆଇ ଏହି ବଡ ନିଷ୍ପତ୍ତି ନେଇଛି। ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା କାରଣରୁ ବାତିଲ ହେବାର କିଛି ଘଣ୍ଟା ପରେ ଘଟିଛି।ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ...

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହନ୍ତୁ। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର...

ପାକିସ୍ତାନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କ୍ଷେତ୍ରକୁ ପ୍ରବେଶ କରିଛି। ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ସେହି ସମୟରେ, ପାକିସ୍ତାନ ସୀମାରେ ଥିବା ଅନେକ ଚେକ୍ ପୋଷ୍ଟରୁ ପ୍ରବଳ ଗୁଳିମାଡ଼ ଚାଲିଛି, ଯାହାର ଭାରତୀୟ ସେନା ଉଚିତ ଜବାବ...

ଅପରେସନ୍ ସିନ୍ଦୂରର ପ୍ରଥମ ଆଟାକ୍ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । କହିଲେ,ଏଭଳି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ । ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି ଯେ ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ । ଆତଙ୍କବାଦ...

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍ । ଏ ନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍ । ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍ । ଡ୍ରୋନ ଓ ମିଜାଇଲ୍ ଜରିଆରେ...

ଚାରିଧାମ ଯାତ୍ରାରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା କୁହାଯାଉଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି ଜଙ୍ଗଲରେ ଖସି ପଡ଼ିଥିଲା। ବିମାନ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସୂଚନା ଅନୁଯାୟୀ,...








All rights reserved. Designed by Inter Softech