
କାନନବାଳା ନନ୍ଦ ସ୍ମାରକୀ ରାତ୍ର ଭୋଲିବଲ ଟୁର୍ଣ୍ଣାମେଣ୍ଟ, ବାଲେଶ୍ବର କୁ ହରାଇ ଭୁବନେଶ୍ୱର ଚମ୍ପିୟାନ । କେନ୍ଦୁଝର ଜିଲ୍ଲା ବଡ଼ବିଲ ସଂଲଗ୍ନ ବଲାନିଣି ସ୍ଥିତ କାନନବାଳା ବିବେକାନନ୍ଦ ନନ୍ଦ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବଲାଣି ଭୋଲିବଲ ପଡିଆ ଠାରେ ଦିନିକିଆ ଚତୁର୍ଥ କାନନବାଳା ନନ୍ଦ ସ୍ମାରକୀ ଭୋଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ...

ଜିଲ୍ଲା ସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୨୦.୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୋଳ ଜିଲ୍ଲାରେ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ...

ଆଖିରେ କଳାପଟି ବାନ୍ଧି ସବୁ କାର୍ଯ୍ୟ କରିପାରୁଛନ୍ତି ବିସ୍ମୟ ବାଳିକା। Date-20/04/26, ତାଳଚେର ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରେ ତାଳଚେର ରେମୁଆଁ ଓମ ବିହାର ରେ ଗଣେଶ ଅଦ୍ୟଶକ୍ତି ପଶିକ୍ଷଣ ସେଣ୍ଟର ପ୍ରତିଷ୍ଠା ହୋଇଯାଇଛି। ଏହି ସେଣ୍ଟର ରେ ଏକ ବିସ୍ମୟ ବାଳିକା କୁ ଦେଖିବାକୁ ମିଳିଥିଲା, ସେ ଆଖିରେ କଳାପଟି ବାନ୍ଧି ପଢିବା,...

ଢ଼େଙ୍କାନାଳ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପବିତ୍ର ରଥଯାତ୍ରା ପାଇଁ ଆଜି ରଥଗଡା ସ୍ଥିତ ରଥଖଳା ଠାରେ ସକାଳ ୧୦:୫୧ ସମୟରେ ସିଦ୍ଧ ବଳରାମ ଜୀୟୁଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ରଥଖଳାରେ ପୂଜାଅର୍ଚ୍ଚନା କରାଯାଇ ୧୧:୧୬ ସମୟରେ ଆଜ୍ଞାମାଳ ରଥ କାଠରେ ଲାଗିକରାଯାଇଥିଲା। ପୂଜକ ମନସୁମନ ମିଶ୍ର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା...

୧୯-୦୪-୨୦୨୬ ରିଖ ଅନୁଗୁଳ ଜିଲ୍ଲା ଆଦିବାସୀ କିସାନ, ମିର୍ଦ୍ଧା, କୋଡା, ମାଟିଆ ସମାଜ ର ମହାସଭା ୨୦୨୬ ନାକଚି ଠାରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଶ୍ରୀଯୁକ୍ତ ବ୍ରଜ ପ୍ରଧାନ ବିଧାୟକ ତାଳଚେର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଆମ୍ଭ କିସାନ ସମାଜ ମାନଙ୍କର କିପରି ଅଧିକ ଉନ୍ନତି ହୋଇପାରିବ ତାହା ଉଦବୋଧନ ଦେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)
ଜାଗ୍ରତ ଭାରତ ନ୍ୟୂଜ୍ – ଆଜିର ରାଶିଫଳ (୨୦ ଏପ୍ରିଲ, ୨୦୨୬) ନମସ୍କାର, ଆପଣଙ୍କ ପ୍ରିୟ ଖବରକାଗଜ ‘ଜାଗ୍ରତ ଭାରତ ନ୍ୟୂଜ୍’ ପକ୍ଷରୁ ଆଜିର ଦ୍ୱାଦଶ ରାଶିର ଫଳାଫଳ, ଶୁଭ ସମୟ, ରଙ୍ଗ, ସଂଖ୍ୟା ଏବଂ ସହଜ ପ୍ରତିକାର ନିମ୍ନରେ ପ୍ରଦାନ କରାଗଲା। ୧. ମେଷ ରାଶି (Aries) ୨. ବୃଷ ରାଶି (Taurus) ୩. ମିଥୁନ...

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟସୂଚୀରେ ଘୋଷଣା କରାଯାଇଛି । ପ୍ରତ୍ୟେକ ଟିମ ଘରେ ଏବଂ ବାହାରେ ଫର୍ମାଟରେ ମ୍ୟାଚ...

ଭୂବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ନୁଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଚକ୍ରାନ୍ତ । ଏପରି ଆକ୍ରମଣ ଭୀରୁଙ୍କ ସହ ସମାନ ବୋଲି ସେ କହିଛନ୍ତି। କାନାଡାରେ ଥିବା ହିନ୍ଦୁଙ୍କ ଧର୍ମାନୁଷ୍ଠାନରେ...

ଭୂବନେଶ୍ୱର, ୦୪/୧୧ : ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ରାଜ୍ୟରେ ପାଗ ପ୍ରାୟ ଶୁଖିଲା ରହିବ ଓ ଆସନ୍ତାକାଲି ଗଞ୍ଜାମ ଓ ପୁରୀ ଜିଲାରେ ହାଲୁକାରୁ...

କାନାଡାରେ ଅସୁରକ୍ଷିତ ଭାରତୀୟ: ହିନ୍ଦୁ ମନ୍ଦିର ଓ ଭକ୍ତଙ୍କୁ ଖଲିସ୍ତାନୀଙ୍କ ଆକ୍ରମଣ ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ। ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କଲେ ଖଲିସ୍ତାନ ସମର୍ଥକ। ଏଠାରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆଟାକ୍ କରିଛନ୍ତି ଖଲିସ୍ତାନୀ। ହିନ୍ଦୁ ଫୋରମ୍ କାନାଡା...

ନୂଆଦିଲ୍ଲୀର ଜାତୀୟ ପୋଲିସ ମେମୋରିଆଲରେ ITBP ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି | ନୂଆଦିଲ୍ଲୀ, 29 ଅକ୍ଟୋବର 2024 – ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏହାର ଶହୀଦମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ନୂଆଦିଲ୍ଲୀର ଚାଣକ୍ୟପୁରୀ ଜାତୀୟ ପୋଲିସ ମେମୋରିଆଲରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ, ଏକ ସାଲ୍ୟୁଟ୍...









All rights reserved. Designed by Inter Softech