
ମଦ ଜବତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ମଦବ୍ୟବସାୟୀ କେନ୍ଦୁଝର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା।ମଦ ଜବତ କରିବାକୁ ଯାଇଥିବା ସମୟରେ ଫାଣ୍ଡି ଅଧିକାରୀଙ୍କୁ ମାଡ଼, ମହିଳାଙ୍କ ପଥର ମାଡ଼ରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଗୁରୁତର, ମହିଳା କନେଷ୍ଟବଳ ହେମଳତା ନାଏକ ଆହତ, ପାଟଣା ମେଡିକାଲରେ ଭର୍ତ୍ତି ।...

ବିରାଡିଆ ପୋଲିସ୍ ଫାଣ୍ଡି ପାଖରୁ ଉଦ୍ଧାର ହେଲା 12 ଫୁଟ୍ ଲମ୍ବର ଅହିରାଜ ସାପ। ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ବିରାଡିଆ ପୋଲିସ୍ ଫାଣ୍ଡି ପାଖରୁ ଉଦ୍ଧାର ହେଲା 12 ଫୁଟ୍ ଲମ୍ବର ଅହିରାଜ ସାପ।ସାପ ଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ ପରେ ସାପ ଉଦ୍ଧାର କାରୀ ଦଳ କୁ ଖବର ଦେଇଥିଲେ ସାପ ଉଦ୍ଧାର କାରୀ...

୧୦ଦଫା ଦାବି ନେଇ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଡେରା ଗ୍ରାମ ବାସି ,ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଡେରା ଗ୍ରାମବାସୀ ୧୦ଦଫା ଦାବି ସମ୍ବଳିତ ପ୍ରସଙ୍ଗକୁ ନେଇ ପ୍ରଶାସନକୁ ଆନ୍ଦୋଳନ ଚେତାବନୀ ଦେଇଥିଲେ। ୨୦୧୩ ମସିହାର ତ୍ରିପାକ୍ଷିକ ବୈଠକର ନିଷ୍ପତି ଅନୁଯାୟୀ ୯୦ଏକର ଚାଷ ଜମିର କ୍ଷତି ପୁରଣ ପ୍ରଦାନ,ଡେରା ଗ୍ରାମ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ...

ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବଡ଼ ବିଜୟ ପରେ, ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍ ପରେ, ଅନେକ ଭାରତୀୟ ଖେଳାଳିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ପଡ଼ିଆରେ ପହଞ୍ଚି ଏହି ବିଶେଷ ମୁହୂର୍ତ୍ତକୁ ଏକାଠି ପାଳନ କରିଥିଲେ।

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ । ଓଏସବିସି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱୀବେଦୀ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ ଆସୋସିଏସନରେ ନିର୍ବାଚନ ହେବ । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ସାଢେ ୭ଟାରୁ ୩ଟା...

ନୁଆଦିଲ୍ଲୀ: ଦେଶରେ ତେଲ, ଗ୍ୟାସର କୌଣସି ଅଭାବ ନାହିଁ କହିଲେ ମନ୍ତ୍ରୀ । ଲୋକସଭାରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ପେଟ୍ରୋଲ , ଡିଜେଲ, କିରୋସିନି କିମ୍ବା ଇନ୍ଧନ ତେଲର କୌଣସି ଅଭାବ ନାହିଁ । ଦେଶ ସାରା ଖୁଚୁରା ଦୋକାନଗୁଡିକରେ ଏସବୁ ଗଚ୍ଛିତ ଅଛି । ପ୍ରତିଦିନ ଏଲଏନଜି କାର୍ଗୋ ଆସୁଛି,...









All rights reserved. Designed by Inter Softech