
କଟକ – କଟକ ଜିଲ୍ଲାପାଳ ଏବଂ ମେୟରଙ୍କୁ ଘେରିଲେ ଶୈଳବାଳା କଲେଜର ଛାତ୍ରୀ। ଗୋରାକବରସ୍ଥିତ ଆଜି ମଧୁବାବୁଙ୍କ ଜୟନ୍ତୀରେ ଧାରଣାରେ ବସିଥିଲେ କଲେଜର ଛାତ୍ରୀ। ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ଆଜିକୁ 13 ଦିନ ହେବ କଲେଜ ସମ୍ମୁଖରେ ଅନଶନରେ ବସିରହିଥିଲେ। ଜିଲ୍ଲାପାଳ ଦତ୍ତତ୍ରେୟ ଭାଉସାହେବ ସିନ୍ଧେ, ମେୟର ସୁବାଷ ସିଂ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେବା...

ନେତାଜୀଜୟନ୍ତୀ ଉଛବରେ ସ୍ଥାନୀୟ ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟଙ୍କୁ ନିମନ୍ତ୍ରଣ ତଥା ଫଳକ ରେ ନାମ ନ ଥିବା ତଥା ଉପରାଷ୍ଟ୍ରପତି ଗସ୍ତ ସମୟରେ ସାଂସଦ କୁ ନ ଡାକିବା ପ୍ରସଙ୍ଗ କୁ ନେଇ ନିଜ ପତିକ୍ରିୟା ରଖିଲେ,କଟକ ଜିଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଓସାହେବ,ଗତ କାଲି ରାଜ୍ୟସଭା ରେ ଏହି ପ୍ରଶ୍ନ ଉଠାଇଥିଲେ ସାଂସଦ ଦେବାଶିଷ...

ପରିତ୍ୟାଗର ପୁରୁଷ ଜାତିପ୍ରାଣ ମଧୁସୂଦନ ଦାସଙ୍କ 92ତମ ମହାପ୍ରଣାୟ ଦିବସ ଆଜି କଟକ ସ୍ଥିତ ଗୋରା କବର ଠାରେ ଅନୁଷ୍ଠିତ ହୋଇଯାଇଛି, କଟକ ମେୟର ସୁବାଷ ସିଂ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ,ତଥା ବହୁତ ବୁଦ୍ଧିଜୀବୀମାନେ ଗୋରା କବର ପହଂଚି ମଧୁବାବୁଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆଠଗଡ଼: ଆଜି ୧୨ ଘଣ୍ଟିଆ କଟକ ଜିଲ୍ଲା ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। ଚାନ୍ଦବାଲି ଛକରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୋକାନ, ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ସୋନପୁର: ସୁବର୍ଣ୍ଣପୁର ଜିଲା ସଂସ୍କୃତି ସମ୍ପନ୍ନ। ଏହି ମାଟିରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ରହିଛି। ଯେଉଁ ସନ୍ଥଙ୍କ କାଳଜୟୀ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…’ କେବଳ ରାଜ୍ୟ ଓ ଭାରତ କାହିଁକି; ଜାତିସଂଘର କେନ୍ଦ୍ରୀୟ ଗୃହରେ ଲିପିବଦ୍ଧ ହୋଇ ରହିଛି। ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ...

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ । ପ୍ରଭାତୀ ପରିଡ଼ା କହିଛନ୍ତି, ନୂଆ ରୂପ ପାଇବ ମିଶନ ଶକ୍ତି । ସେମାନଙ୍କର ଡ୍ରେସକୋର୍ଡ ମଧ୍ୟ ବଦଳିବ । ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋଡ୍ ଲାଗୁ ହେବ...








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)
All rights reserved. Designed by Inter Softech