
ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ବଅଁରପାଳ,୨୦/୧(ଜାଗ୍ରତ ଭାରତ ନ୍ୟୂଜ) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୩୦ ତମ ବାର୍ଷିକ ଉତ୍ସବ ସଭାପତି ସତ୍ୟବାନ ବରାହ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା ।ମୁଖ୍ୟ ମାର୍ଗ ଦର୍ଶକ ମାନନୀୟ ସ୍ଵାମୀ ସଚିତାନନ୍ଦ ସରସ୍ଵତୀ ମହାରାଜ ଦୀପ ପ୍ରଜ୍ଵଳନ କରି ଥିଲେ ସ୍ଵାଗତ...

ପାକିସ୍ତାନର କରାଚୀର ଗୁଲ୍ ପ୍ଲାଜା ମଲ୍ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୧ ଜଣ ନିଖୋଜ ରହିଛନ୍ତି । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଜାନୁଆରୀ ୧୭ ତାରିଖ ରାତି...

ବିଜେପି ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ନେତାଙ୍କ ଭିଡ଼। ବରିଷ୍ଠ ନେତାମାନଙ୍କ...

ଯାତ୍ରୀବାହି ବସ୍ କୁ ଧକ୍କା ଦେଲା ଟ୍ରଲର, ଦୁଇଜଣ ଆହତ ଫାଣ୍ଡି ସାମ୍ନାରେ ଯାତ୍ରୀବାହି ବସକୁ ଧକ୍କା ଦେଲା ଟ୍ରଲର। ବସ୍ ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ପାଇଁ ଟଳିଲା ବଡ଼ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ଜୟନ୍ତୀ ଗଡ଼ ଫାଣ୍ଡି ସାମ୍ନାରେ ଯୋଡାରୁ ଆଜି ସକାଳୁ ଯାଉଥିବା କାରଓ୍ବା...

ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ଭବାନୀପାଟଣା (ଜାଗ୍ରତ ଭାରତ)ସୋମବାର ଦିନ ସ୍ଥାନୀୟ ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର 57ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ୱରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ OES- 1...

ନୂଆଦିଲ୍ଲୀ, ଜାନୁଆରୀ ୧୯, ୨୦୨୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରି, ଶ୍ରୀ ଶତ୍ରୁଜିତ କପୁର, ଆଇପିଏସ (HY: ୧୯୯୦), ୧୯ ଜାନୁଆରୀ ୨୦୨୬ (FN) ଠାରୁ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ସୀମା ସୁରକ୍ଷା ବାହିନୀ (BSF)ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିବା ଶ୍ରୀ ପ୍ରବୀଣ କୁମାର,...









All rights reserved. Designed by Inter Softech