
ଏସ୍,କେ ଶର୍ମା ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସମ୍ପାଦକ ମନୋନୀତ ତାଳଚେର -୧/୬ ଭାରତୀୟ ଖଣି ଶ୍ରମିକ ମହାସଂଘର ୧୪ତମ ଜାତୀୟ ସମ୍ମିଳନୀରେ ଏମସିଏଲର ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ଶ୍ରମିକ ନେତା ମହାସଂଘର ସହ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ସାରା ଦେଶର କୋଇଲା ଶିଳ୍ପ ସହିତ ଜଡିତ ପ୍ରତିନିଧି...

ବର୍ଣ୍ଣାଳୀ ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବତାଳଚେର, ୦୧/୦୬ ତାଳଚେରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ ସ୍ଥାନୀୟ ଦେଉଳବେଡା କଲିୟରୀ ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ଡ. ଯଦୁମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି କାଳନ୍ଦି ସାମଲ, ମୁଖ୍ୟବକ୍ତା...

ପୂର୍ବତନ ସରପଂଚଙ୍କର ପରଲୋକତାଳଚେର, ୦୧/୦୬ ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତର ପୂର୍ବତନ ସରପଞ୍ଚ ଭଗବାନ ସାହୁ (୭୮ ବର୍ଷ)ଙ୍କର ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଜଣେ ଦକ୍ଷ ସରପଞ୍ଚ ଭାବରେ ସେ ଲୋକପ୍ରିୟ ଥିଲେ । ତାହାସହିତ ସେ ଜଣେ ସରଳ,...

ରଥଯାତ୍ରା ଭଜନ ସନ୍ଧ୍ୟା କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ |••••••••••••••••••••••••••••••••ତାଳଚେର ତା ୩୧-୦୫-୨୦୨୬, ରିଖ ଅମଲାପଡା ସ୍ଥିତ ସଂସ୍କୃତି ଭବନ ଠାରେ ରଥଯାତ୍ରା ଭଜନ ସନ୍ଧ୍ୟା କମିଟି ର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଙ୍କ ପ୍ରତିନିଧି ତଥା ଅନଗୁଳ...

ଆପ୍ ର ସଦସ୍ୟତା ଅଭିଯାନ ଆରମ୍ଭ, ଜୁନ୍୧ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଚାଲିବ ଢେଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଅଭିଯାନ ଆଜିଠୁ ଆରମ୍ଭ ହୋଇଯାଇଛି। କାମର ରାଜନୀତିର ଏହି ଅଭିଯାନ ଜୁନ ୧ ରୁ ୧୦ ପର୍ଯ୍ୟନ୍ତ ଚାଲିବ। ଆପ୍ ରେ “ଯୋଡ଼ି ହୁଅନ୍ତୁ, ପରିବର୍ତ୍ତନ କରନ୍ତୁ ଏବଂ ନିର୍ମାଣ...

ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବାଲିଅନ୍ତା, : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ନିୟୋଜିତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୁଆଲାଲମ୍ପୁରରେ ତାଙ୍କ ମାଲେସିଆ ପ୍ରତିପକ୍ଷ ଅନ୍ୱାର ଇବ୍ରାହିମ୍ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ, ସାମୁଦ୍ରିକ ନିରାପତ୍ତା, ଆର୍ଥିକ ଏବଂ ନବସୃଜନ ସହଭାଗିତା ବୃଦ୍ଧି ନେଇ ଆଲୋଚନା ହୋଇଛି । ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ-ଶ୍ରାବ୍ୟ ସହ-ଉତ୍ପାଦନ, ଦୁର୍ନୀତି ମୁକାବିଲା ଓ ନିବାରଣ,...

ଶନିବାର ମୁମ୍ବାଇ ଉପକୂଳରୁ ପ୍ରାୟ ୧୦୦ ନଟିକାଲ ମାଇଲ ଦୂରରେ ଏକ ଅନ୍ତର୍ଜାତୀୟ ତୈଳ ଚୋରା ଚାଲାଣ ଜାହାଜକୁ ଗିରଫ କରି ଚୋରା ଚାଲାଣ ରାକେଟ୍ ପର୍ଦ୍ଦାଫାସ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀ ତୈଳ ବ୍ୟବସାୟରେ ଜଡିତ ତିନୋଟି ଜାହାଜକୁ ଅଟକାଇଛି। ତଟରକ୍ଷୀ ବାହିନୀ ଗୁପ୍ତଚର ସୂଚନା ପାଇବା ପରେ ଫେବୃଆରୀ ୫...

ମୂମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ବଳରେ ଭାରତ ୨୯ ରନରେ ଆମେରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାରଙ୍କ ୮୪ ରନ ବଳରେ ୧୬୨ ରନର ଲକ୍ଷ୍ୟ ଆମେରିକା ସମ୍ମୁଖରେ ରଖିଥିଲା । ଜବାବରେ ଆମେରିକା ୨୦...

ନୁଆଦିଲ୍ଲୀ: ଭାରତ ଏବଂ USA ଦଳ ICC T20 ବିଶ୍ୱକପ୍ 2026 ର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି। ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଯେତେବେଳେ USA ର ଅଧିନାୟକ ହେଉଛନ୍ତି ମୋନଙ୍କ ପଟେଲ, ଯିଏ ଭାରତରେ ଜନ୍ମିତ। USA ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ...

କ୍ୱାଲାଲମ୍ପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତ ପାଇଁ ମାଲେସିଆରେ ପହଞ୍ଚିଛନ୍ତି। କ୍ୱାଲାଲମ୍ପୁର ବିମାନବନ୍ଦରରେ ପହଞ୍ଚିବା ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଏହା ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ନିଜସ୍ୱ କାରରେ ଯାତ୍ରା ପାଇଁ ସାଙ୍ଗରେ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି। ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଏକ ରେକର୍ଡ ଭାଙ୍ଗିବା ନୃତ୍ୟ ପ୍ରଦର୍ଶନ ସହିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରାଯାଉଛି। ରିପୋର୍ଟ ଅନୁଯାୟୀ, କୁଆଲାଲମ୍ପୁରରେ ଏହି ସ୍ୱାଗତ ସମାରୋହରେ...








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)

All rights reserved. Designed by Inter Softech