ଏବିସିଡ଼ି ଉଛବିଦ୍ୟାଳୟ ୧୯୯୩ ବ୍ୟାଚ ର ବନ୍ଧୁମିଳନ କାର୍ୟ୍ଯକର୍ମ। କେନ୍ଦୁଝର ଝୁମ୍ପୁରା ଛେଳିଆନାଳ ଏବିସିଡ଼ି ଉଚ୍ଚ ବିଦ୍ୟାଳୟ ୧୯୯୩ ବ୍ୟାଚ ର ସମସ୍ତ ଭାଇ ଭଉଣୀ ଙ୍କୁ ନେଇ ଆସନ୍ତା ଜୁନ ୧୫ ତାରିଖ ଦିନ ତୃପ୍ତିସଫାରି ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ଜିଲ୍ଲା ରୁ ରତିରଞ୍ଜନ ବାରିକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।



