ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତକ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ଼ତାଳଚେର, ୩୦/୦୫ ଜନସାଧାରଣଙ୍କ ଆୟ ଅନୁଯାୟୀ ବ୍ୟୟ ଅଧିକା ହେଉଥିବାରୁ ଏବେ ମଧ୍ୟବିତ ଶ୍ରେଣୀ ଗରୀବରୁ ଗରୀବ ହେବାକୁ ବସୁଥିବା ବେଳେ ଧନୀଶ୍ରେଣୀଙ୍କ ବ୍ୟକ୍ତି ମହଙ୍ଗା ମାଡ଼ରୁ ପାର ପାଇ ଯାଉଥିବା ବେଳେ ବିଚରା ଗରୀବ ଲୋକ ସରକାରୀ ହାତଟେକାକୁ ଅନାଇ ସେ ତାର ଜୀବନ ଅତିବାହିତ ଜୀବନ କରି ଚାଲିଛି । ଯେଉଁ ତୁଳନାରେ ଟାକ୍ସ, ଜିଏସଷ୍ଟି ଆଦାୟ କରାଯାଉଛି ସେହି ତୁଳନାରେ ଲୋକଙ୍କର ଆୟ ବୃଦ୍ଧି ପାଉ ନାହିଁ ବୋଲି ମଧ୍ୟବିତ ପରିବାର ଏହା ମତପ୍ରକାଶ କରିଛନ୍ତି । ଅପରପକ୍ଷେ ତୈଳଦର ବୃଦ୍ଧି ଯୋଗୁଁ ପନିପରିବା ଠାରୁ ଆରମ୍ଭ...






