ମା ସେରାୱାଲୀ ସଂଗୀତ ଝଙ୍କାର ଦ୍ୱାରା ଭଜନ ପରିବେଷଣ। ଭବାନୀପାଟଣା (ଜାଗ୍ରତ ଭାରତ ) ତା ୧୯। ୦୭। ୨୬ରତ୍ନ ସିଂହାସନ ଛାଡିଜନ୍ମ ବେଦିରେ କୋଟି ଓଡ଼ିଆ ର ମଉଡମଣୀ ପ୍ରଭୁ ଶ୍ରୀ ବଡ ଠାକୁର। ତାଙ୍କ ନବଦିନାତ୍ମକ ଯାତ୍ରାର କାଲି ଥିଲା ତୃତୀୟ ପବିତ୍ର ସାଂସ୍କୃତିକ ସଦ୍ଧ୍ୟା। ଇତି ଅବସରରେ ଭବାନୀପାଟଣା ସହର ମାଉସୀ ମନ୍ଦିର ପ୍ରାଙ୍ଗଣରେ ମା ସେରାୱାଲୀ ସଂଗୀତ ଅନୁଷ୍ଠାନ ଦ୍ୱାରା ଭକ୍ତି ସଂଗୀତ ପରିବେଶଣ ହୋଇଥିଲା, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।ଏଠାରେ ପ୍ରତେହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ କୃପାଭିକ୍ଷ୍ୟୁ କାର୍ଯ୍ୟକ୍ରମ...



