
( ପ୍ଲାଷ୍ଟିକ ପଲିଥିନ ମୁକ୍ତ ମାହାଳ ଆହ୍ଵାନ) ଜଗତସିଂହପୁର ତା =17/9/23 ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ମାହାଳ ହନୁମାନ ମନ୍ଦିର ଠାରେ ସଚେତନ ନାଗରିକ ପ୍ଲାଷ୍ଟିକ ଏବଂ ପଲିଥିନ ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏଥିରେ କ୍ଲବ ର 25 ରୁ ଉର୍ଦ୍ଧ ସଦସ୍ଯ ଯୋଗ ଦେଇ କୋଡ଼ିଏ କେଜି ରୁ ଉର୍ଦ୍ଧ ପ୍ଲାଷ୍ଟିକ ପଲିଥିନ ସଫା କରି ଅସ୍ଥାୟୀ ଡ଼ଷ୍ଟବିନ୍ ରେ ପକାଇ ଥିଲେ l ଗ୍ରାମ ବାସୀ ମାନଙ୍କୁ ସଚେତନ କରାଇ ଥିଲେ, ପ୍ଲାଷ୍ଟିକ, ପଲିଥିନ କିପରି ଜୀବନ ଶୈଳୀ ଉପରେ ଖରାପ ପ୍ରଭାବ ପକାଉଛି ଏବଂ ପରିବେଶ ପ୍ରଦୁଷଣ ହେଉଛି, ଏହାର କମ୍ ବ୍ୟବହାର କରାଯିବ...















