
( ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ଆକ୍ୱାଗାର୍ଡ ଅଚଳାବସ୍ଥା) ଜଗତସିଂହପୁର ତା =13/9/23 ଏ ହେଉଛି ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ଏବଂ ଥାନା ଛକ ପାଖରେ ଥିବା ଆକ୍ୱାଗାର୍ଡ ର ଅବସ୍ତା l ଯେଉଁଠି ଥାନା, ଜିଲା ମୁଖ୍ଯ ଚିକିତ୍ସାଳୟ, ପୌରପରିଷଦ କାର୍ଯ୍ୟାଳୟ, ପାଠାଗାର ଏବଂ ଜିଲାପାଳ ଙ୍କ କାର୍ଯ୍ୟାଳୟ ଅଛି | ଦୈନଦିନ ଦୂର ଦୁରାନ୍ତରୁ ସହ ସହ ଲୋକ ଆସନ୍ତି ବିଭିନ୍ନ କାର୍ଯ୍ୟ ରେ ଜ଼ିଲ୍ଲା ସଦରମହକୁମାକୁ l ହେଲେ ଏହି ଥଣ୍ଡା ବିଶୁଦ୍ଧ ପାନୀୟ ଆକ୍ୱାଗାର୍ଡ ପାଣି ପିଇବାଲାଗି ଅଧିକାଂଶ ବାଟୋଇ, ବ୍ୟବସାୟୀ ଏହା ଉପରେ ଦୈନ ଦିନ ନିର୍ଭର କରିନ୍ତି | ହେଲେ ଏହା ବର୍ତମାନ ସମ୍ପୂର୍ଣ...














