9th ଜାତୀୟ କୁମଫୁ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବ ପୁରୀ – ସ୍ତାନୀୟ ରେଲୱେ କଲ୍ଯାଣମଣ୍ଡପ ଠାରେ ନବମ ଜାତୀୟ କୁ ମଫୁ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ରାଜ୍ଯସଭା ସାଂସଦ ଶ୍ରୀ ସୁଭାସିସ ଖୁଣ୍ଟିଆ ଯୋଗଦେଇଥିଲେ ,ସମ୍ମାନୀୟ ଅତିଥି ଭାବେ ଶ୍ରୀ ମନୋଜ କୁମାର ଦାସ ସମାଜସେବୀ, ଡକଟର ଦେବେନ୍ଦ୍ର ତରେଇ ପୁରୀ ଜିଲ୍ଲା ବିଜେପି ସଭାପତି, ପୂର୍ଣ୍ଣ ଚନ୍ଦ୍ର ଦାସ ସମାଜସେବୀ, ଡକ୍ଟର ଷ୍ଟାଲିନ୍ ପରିଜା ସେକ୍ରେଟାରୀ ଯୁବ ବିଜୁ ଜନତା ଦଳ ଉପସ୍ଥିତ ହୋଇ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ, ଏହି ଉତ୍ସବରେ ପ୍ରଦୀପ କାଣ୍ଡିଙ୍କୁ ଥାର୍ଡ ଡlନ...








