
ବୁଢୀ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଚତୁର୍ଥ ଦିନରେ ଘଟ ପରିକ୍ରମା।

ବୁଢୀ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଚତୁର୍ଥ ଦିନରେ ଘଟ ପରିକ୍ରମା।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ , ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ ଆହୂତ କରାଯିବ ।ଚଳିତ ମାସରୁ ଅନୁପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା / ଲାଇସେନ୍ସ ରଦ୍ଦ । > ଜିଲ୍ଲା ଶ୍ରମ ଅଧିକାରୀ , ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଡାକଡି ନିରୀକ୍ଷଣ । ୦୫/୦୪/୨୦୨୩ (ଭୁବନେଶ୍ବର)...

ଦିଗପହଣ୍ଡି ରେ ତେଜୁଛି ଆଦିବାସୀ ଅସନ୍ତୋଷ ଥଇଥାନ ନାଁ ରେ ଜୁଲମ. ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଉସ୍ତପଲି, ବିଷ୍ଣୁସାଗର, ଦେଉଳସାହି, ବାଲିପାଟ ଗ୍ରାମ ଗୁଡିକରେ ରହିଛନ୍ତି ଅନେକ ଆଦିବାସୀ ପରିବାର, ବର୍ଷ ବର୍ଷ ଧରି ଉକ୍ତ ଅଂଚଳ ର ଜଙ୍ଗଲ ଜମି ହେଉଛି ଏହି ଆଦିବାସୀ ମାନଙ୍କ ବଂଚିବା,ଜୀବନ ଓ ଜୀବିକାର ଏକ ମାତ୍ର ପନ୍ଥା. ବର୍ତମାନ ଚିନ୍ତା ର ବିଷୟ ହେଲା ଛେଳିଗଡ଼ ପ୍ରକଳ୍ପ ରେ ବିସ୍ଥାପିତ ମାନଙ୍କ ପାଇଁ ସରକାରି କଲୋନୀ କରିବାକୁ ଚି଼ହ୍ନଟ ହୋଇ ଥିବା ସରକାରୀ ଜାଗା ମଧ୍ୟରେ ରହିଛି ଉକ୍ତ ଅଂଚଳ ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ମୌଜା ର 75 ଏକର ଜମି ଏଵଂ ବାଲିପାଟ...

ଏମକେସିଜି ମେଡ଼ିକାଲରେ ଲିଫ୍ଟ ଅଚଳ ବ୍ରହ୍ମପୁର,୩/୪/୨୩: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କୁ ସୁବିଧା ଦେବା ସହ ଏହାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନାନା ପ୍ରକାର ବ୍ୟବସ୍ଥା କରାଯାଉଥିବା ବେଳେ ଏହାକୁ ସୁଚାରୁରୂପେ ତୁଲାଇ ପାରୁ ନ ଥିବା ଯୋଗୁଁ ଏମକେସିଜି ମେଡିକାଲ କଲେଜର ରୋଗୀ ଓ ତାଙ୍କ ସମ୍ପର୍କୀୟ ସବୁବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମକେସିଜି ମେଡିକାଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । ଏହି ବିଭାଗଗୁଡିକୁ ଯିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ କିଛି ଲିଫ୍ଟ ଅଚଳ ହୋଇ ପଡ଼ିରହିଛି। ଦୀର୍ଘ ଧରି ଏହି ଲିଫ୍ଟଗୁଡିକ ଅଚଳ ହୋଇ ପଡ଼ି ରହୁଥିବା...

ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପରେ ରୋପ୍ୟ ପଦକ ପାଇଲେ ସୁଶ୍ରୀ ଓ ଜେ. ସାଇରାମ। ବ୍ରହ୍ମପୁର ଛାତ୍ରଛାତ୍ରୀ ତାଏକୋଣ୍ଡ ଚାମ୍ପିଅନସିପରେ ଜାତୀୟ ସ୍ତରରେ ପାଇଛନ୍ତି ସଫଳତା ।ଗତମାସ ମାର୍ଚ୍ଚ ୨୮ ରୁ୩୧ ମଧ୍ୟରେ ରାଜସ୍ଥାନ ସ୍ଥିତ କୋଟା ବିଶ୍ୱବିଦ୍ୟାଳୟ ଠାରେ ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା।ସେଥିରେ ବ୍ରହ୍ମପୁର ର ସୁଶ୍ରୀ ଦିକ୍ସିତା ଓ ଜେ. ସାଇରାମ ପୃଷ୍ଟି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଯୁଗ୍ମ ବର୍ଗ ରେ ରୋପ୍ୟ ପଦକ ହାସଲ କରିଛନ୍ତି। ଦୁହେଁ ବ୍ରହ୍ମପୁର ରେ ଥିବା ଜାଗୁଆର ଏକାଡେ଼ମୀ ଅଫ ମାର୍ଶାଲ ଆର୍ଟ ଠାରେ ପ୍ରଶିକ୍ଷଣ ନେଇଛନ୍ତି । ମାର୍ଚ୍ଚ ୦୯ ରୁ ୧୦ ମଧ୍ୟରେ ପୁରୀ...

*ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ଦଶ ଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ* ବ୍ରହ୍ମପୁର,ତା.3.4.2023ରିଖ ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି l ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମକୁ କର୍ପୋରେଟ କମ୍ପାନୀର ମୁନାଫା...

ଆଜି ବାପଘର କୁ ଆସିବେ ମା ବୁଢ଼ୀ ଠାକୁରାଣୀ। ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ରୀତିନୀତି ଅନୁସାରେ ବ୍ରହ୍ମପୁର ର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଶଶୁର ଘର ରୁ ବାପଘର ଦେଶୀବେହେରା ସାହି ଠାରେ ପହଞ୍ଚିବେ। ପରମ୍ପରା ମୁତାବକ ମାଙ୍କ ବାପାଘର ତରଫରୁ କର୍ତ୍ତା ଭାବେ ପି. ଦୁର୍ଗା ପ୍ରସାଦ ଦେଶିବେହେରା ନିମନ୍ତ୍ରଣ କରି ମାଆ ସାଆନ୍ତାଣୀଙ୍କୁ ଦେଶୀବେହେରା ସାହି ସ୍ଥିତ ବାପଘରକୁ ଆସିଥାନ୍ତି। ସେଠାରୁ ମା ବୁଢ଼ୀ ଠାକୁରାଣୀ ଅସ୍ତାଇ ମଣ୍ଡପ କୁ ବିଜେକରି ଭକ୍ତଜନ ମାନଙ୍କୁ ଦର୍ଶନ ଦେଇଥାନ୍ତି।ଚଳିତ ବର୍ଷର ମାନଙ୍କ ଦ୍ୱିବାର୍ଷିକ ଯାତ୍ରା ଏପ୍ରିଲ ୦୪ରୁ ମେ ୦୧ ପର୍ଯ୍ୟନ୍ତ ୨୮ ଦିନ ହେବା...

ବ୍ରହ୍ମପୁର MKCG ରେ ଖସିଲା ସିଲିଂ. ବ୍ରହ୍ମପୁର. ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ଚିକିତ୍ସାର ପ୍ରାଣକେନ୍ଦ୍ର.ଦକ୍ଷିଣ ଓଡିଶା ସମେତ ପଡଶୀ ରାଜ୍ୟର କିଛି ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି. ଏମକେସିଜି ସୁପର ପେସିଆଲିଷ୍ଟ ବ୍ଲକରେ ବାରମ୍ବାର ସିଲିଂ ଖସିବା ରୋଗୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରୁଛି.ସୁପର ପେସିଆଲିଷ୍ଟ ବ୍ଲକର ଚତୁର୍ଥ ମହଲାରେ ଥିବା ସର୍ଜରୀ ୱାର୍ଡରେ ସିଲିଂ ଖସି ତିଳେ ପଡିଥିବାର ଦେଖିବାକୁ ମିଳିଛି. କୌଣସି ରୋଗୀର କ୍ଷୟ କ୍ଷତି ହୋଇନଥିବା ସୂଚନା ମିଳିଛି. ଏହିପରି ବାରମ୍ବାର ସିଲିଂ ଖସିବା ହସ୍ପିଟାଲ କତୃପକ୍ଷ ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି.

ବ୍ରହ୍ମପୁର MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର ମଳଦ୍ବାରରେ ପଶିଥିବା ଶାବଳକୁ ସୁରକ୍ଷିତ କଢ଼ାଯାଇଛି। ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତରଙ୍କ ଦ୍ବାରା ଅସ୍ତ୍ରୋପଚାର। ୧୬ ବର୍ଷୀୟ ଶକ୍ତି ପାଟଗୁରୁଙ୍କ ହେଲା ସଫଳ ଅସ୍ତ୍ରୋପଚାର। କନ୍ଧମାଳରେ ଆଜବେଷ୍ଟରୁ ଖସିପଡ଼ିବାରୁ ଶାବଳ ପଶିଯାଇଥିଲା।

ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-6-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-6-scaled.jpg)




All rights reserved. Designed by Inter Softech