ଘର ଭିତରୁ ଯୁବକଙ୍କ ସଂଦେହଜନକ ମୃତଦେହ ଉଦ୍ଧାର ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମ କୁମ୍ଭାର ସାହିରେ ଘର ଭିତରୁ ଯୁବକଙ୍କ ସଂଦେହଜନକ ମୃତଦେହ ଉଦ୍ଧାର କରିଛି ନାଲକୋ ପୋଲିସ। ସୂଚନା ଅନୁଯାୟୀ, କାଣ୍ଡଶର ଗ୍ରାମ କୁମ୍ଭାରସାହିର ଗଦାଧର ମହାନ୍ତିଙ୍କ ପୁଅ ସୁଶିଲ କୁମାର ମହାନ୍ତି (୪୦) ଦୀର୍ଘ ସମୟ ଧରି ଘର ଭିତରେ ଦେଖିବାକୁ ମିଳିନଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଘର ଖୋଲି ଦେଖିବା ପରେ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁଶିଲଙ୍କ ପତ୍ନୀ ବାପଘରକୁ କିଛିଦିନ ଯାଇଥିବାରୁ ସୁଶିଲଙ୍କ ଘର ଲୋକେ ସୁଶିଲଙ୍କ ପତ୍ନୀକୁ ଖବର ଦେଇଥିଲେ।ସୁଶିଲଙ୍କ ପତ୍ନୀ...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-2-scaled.jpg)
