ଅନୁଗୋଳ – ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା କଟରପଡା ଗ୍ରାମର ହରମୋହନ ପ୍ରଧାନ ବୟସ ୬୦ବର୍ଷ ର ବ୍ୟକ୍ତି ଆଜି ସକାଳୁ କେଉଁ ଆଡେ ଚାଲିଯାଇଛନ୍ତି, କେହି ସଦହୃଦୟ ବ୍ୟକ୍ତି ଦେଖିଲେ ଏହି ନୁମ୍ବର ଯୋଗାଯୋଗ କରିବାକୁ ଅନୁରୋଧ, *ଯୋଗାଯୋଗ ଫୋନ ନୁମ୍ବର-7894226515*
ଅନୁଗୋଳ – ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା କଟରପଡା ଗ୍ରାମର ହରମୋହନ ପ୍ରଧାନ ବୟସ ୬୦ବର୍ଷ ର ବ୍ୟକ୍ତି ଆଜି ସକାଳୁ କେଉଁ ଆଡେ ଚାଲିଯାଇଛନ୍ତି, କେହି ସଦହୃଦୟ ବ୍ୟକ୍ତି ଦେଖିଲେ ଏହି ନୁମ୍ବର ଯୋଗାଯୋଗ କରିବାକୁ ଅନୁରୋଧ, *ଯୋଗାଯୋଗ ଫୋନ ନୁମ୍ବର-7894226515*
ପାଲଲହଡାଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ: ୨୮୮ ନିର୍ମାଣ ଶ୍ରମିକଙ୍କୁ ପ୍ରାୟ ୨.୨୨ କୋଟି ଟଙ୍କାର ସହାୟତା ରାଶି ବଣ୍ଟନ ଅନୁଗୋଳ, ୦୧.୦୫ : ତାଳଚେର ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶ ଗଠନରେ ଶ୍ରମିକମାନଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି,...
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ ଅନୁଗୋଳ, ୦୧.୦୫ : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଭାଘର ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ଭାବେ ଅଭିହିତ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗଦେଇ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ...
ଭୁବନେଶ୍ୱର : କମିଛି ତାତି ଆହୁରି କମିବ । କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ପାଇଛନ୍ତି ଲୋକେ । ଆଜି ପୁଣି କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନାଗିର ଏବଂ ନବରଙ୍ଗପୁର ପାଇଁ ଅରେଞ୍ଜ...
ନାଲକୋ ସିପିପି ଗେଟ୍ ସମ୍ମୁଖରେ ଠିକା ଶ୍ରମିକ ମାନଙ୍କ ଧାରଣା ଆଜି ଶ୍ରମିକ ଦିବସରେ ଶ୍ରମିକଙ୍କ ନ୍ୟାୟପାଇଁ ଲଢେଇ ଚାଲିଥିବା ବେଳେ ନାଲକୋ ସ୍ମେଲଟର HRD କିଭଳି ଭାବରେ କିଛି ଅନ୍ୟ ସଂଗଠନ ମାନଙ୍କୁ ଡାକି ଆଲୋଚନା କରି ଠିକା ଶ୍ରମିକ ମାନଙ୍କୁ ଡରାଇ ପ୍ଲାଣ୍ଟ ପରିସର ଭିତରକୁ ନେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ସେହିପରି ସିପିପିର କ୍ୟାଁଟିଂ ଗାଡ଼ିରେ HRD ଦୀପାର୍ଟମେଣ୍ଟ ନିଜେ ଥାଇ ଠିକା ଶ୍ରମିକ ମାନଙ୍କୁ ଗାଡ଼ିରେ ପ୍ଲାଟ ଭିତରକୁ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ସିପିପିର ଆଉ ଏକ ମିଲ ସାଇଡ ର ଅଫିସର ସେମଧ୍ୟ ନିଜ ଗାଡ଼ିରେ କୋଲ ଗେଟ...
ପି.ଏସ୍ଏସ୍ ଜେ ଜୁନିଅର କଲେଜର ଅଚଳାବସ୍ଥା ଅନୁଗୁଳ, ୩୦-୪-୨୬ (ଧନଞ୍ଜୟ ପ୍ରଧାନ) – ପାଞ୍ଚଗଡ ସୋମନାଥ ସିଂ ଜଗଦେବ (ପିଏସ୍ଏସ୍ ଜେ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩ ମାସ ହେଲା ନିୟମିତ ଅଧ୍ୟକ୍ଷ ନାହାନ୍ତି। ଯାହାଫଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଚଳାବସ୍ଥା ଦେଖା ଦେଇଥିଲା ବେଳେ କର୍ମଚାରୀଙ୍କୁ ସେବେଠାରୁ ଦରମା ପାଇନାହାନ୍ତି। ସରକାର ମଧ୍ୟ କୋଣସି ପଦକ୍ଷେପ ନେଉନାହାନ୍ତି। ଏହାକୁ ନେଇ କର୍ମଚାରୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପିଏସ୍ଏସ୍ ଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ଅଶୋକ କୁମାର ପ୍ରଧାନ ଗତ ଜାନୁଆରୀ ମାସରୁ ଅବସର ନେଇଛନ୍ତି। ଏହା ପରେ ମଧ୍ୟ ସରକାର କାହାକୁ ଅଧ୍ୟକ୍ଷ...
ଜାଗ୍ରତ ଭାରତ ନ୍ୟୂଜ୍ ପାଇଁ ଆଜିର ରାଶିଫଳ (୧ ମଇ ୨୦୨୬, ଶୁକ୍ରବାର) ମେଷ: ବୃଷ: ମିଥୁନ: କର୍କଟ: ସିଂହ: କନ୍ୟା: ତୁଳା: ବିଚ୍ଛା: ଧନୁ: ମକର: କୁମ୍ଭ: ମୀନ:
ତାଳଚେର କେଉଁଠୁ କୁଆଡ଼େ!ଦେଶକୁ ଶହେ୫ବର୍ଷ ହେଲାଣି କରୁଛି କୋଇଲା ପ୍ରଦାନ ପାଇଛି କ’ଣ?(ଭେଲିୟର୍ସରୁ ରୁଙ୍କଟା) ତାଳଚେର, ୩୦/୦୪ ଏନ୍ଏନ୍ଏସ୍: ଭେଲିୟର୍ସ ନାମକ ଏକ କମ୍ପାନୀ ୧୯୨୧ ମସିହାରେ ସର୍ବପ୍ରଥମେ ତାଳଚେରରୁ କୋଇଲା ଉତୋଳନ କରିବାର ସକ୍ଷମ ହୋଇଥିଲା । ତାଳଚେର ହାଣ୍ଡିଧୂଆଁ ସ୍ଥିତ ଏହି କୋଲ କମ୍ପାନୀ ସ୍ଥାପିତ କରାଯାଇଥିଲା, ପରେ ପରେ ଏନସିଡ଼ିସି, ସିସିଏଲ, ଏସଇସିଏଲ ହୋଇ ପରିଶେଷରେ ଏମସିଏଲ କୋଲ କମ୍ପାନୀ ପର୍ଯ୍ୟନ୍ତ ତାଳଚେର ଅଂଚଳରୁ ଆଜି ପର୍ଯ୍ୟନ୍ତ କୋଇଲା ଉତ୍ପାଦନ ଓ ପରିବହନ କରିବାରେ ଲାଗିଛନ୍ତି । ପ୍ରଥମେ ଭୂତଳ କୋଇଲା ଖଣିପରେ ଏବେ ଖୋଲାମୁହଁ କୋଇଲା ଖଣି ଦ୍ୱାରା କୋଇଲା ଖନନ ଚାଲିଛି । ତାଳଚେର...
ଶ୍ରୀମଦ ଭାଗବତ କଥାମୃତ ତାଳଚେର, ୩୦/୪ ମହାପ୍ରଭୂ ରାଧା କୃଷ୍ଣ ଅପାରକରୁଣା ରୁ ତାଳଚେର ସହର ଲଙ୍ଗିଯୋଡା ତେଳବେରିନା ଲିଙ୍ଗରାଜ ଟାଉନସିପ୍ ପାଖ ସ୍ଥିତ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀମଦ ଭାଗବତ କଥାମୃତ ପାରାୟଣ ତା ୨୭:୦୪:୨୬ ଠାରୁ ,୩୦:୦୪:୨୬ ରିଖ ୪ ଦିନ ବ୍ୟାପୀ ଯଥାବିଧି ସୁସମ୍ପର୍ଣ୍ଣ ହେବ ରୀତିନୀତି ଅନୁଯାୟୀ ରାଧାକୃଷ୍ଣ ମନ୍ଦିର ରେ କଳସରେ ସ୍ଥାପନ କରଯାଇଥିଲା । ସନ୍ଧ୍ୟା ସମୟରେ ଓଡ଼ିଶାର ଖ୍ୟାତନାମା ପ୍ରବଚକମାନେ ଆସି ସ୍ରୋତାମାନଙ୍କୁ ଶ୍ରୀମଦ ଭାଗବତ କଥାମୃତ ପାରାୟଣର ଅମୃତ କଥା ବଖାଣିବା ସହ ଭକ୍ତମାନେ ଶ୍ରବଣ କରିବାର ସୁଯୋଗ ପାଇବେ ।ପଣ୍ଡିତ ଗୋପାଳ କୃଷ୍ଣ ରାଜଗୁରୁ, ପଣ୍ଡିତ ରବୀନ୍ଦ୍ର କୁମର...
ଜାଗ୍ରତ ଭାରତ ନ୍ୟୁଜ୍: ଆଜିର ରାଶିଫଳ (୩୦ ଏପ୍ରିଲ ୨୦୨୬, ଗୁରୁବାର) ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ, ଜାଣନ୍ତୁ ୧୨ଟି ଯାକ ରାଶିର ଶୁଭ ଫଳାଫଳ, ଶୁଭ ସଂଖ୍ୟା, ରଙ୍ଗ, ସମୟ ଏବଂ ପ୍ରତିକାର। ୧. ମେଷ ରାଶି (Aries) ୨. ବୃଷ ରାଶି (Taurus) ୩. ମିଥୁନ ରାଶି (Gemini) ୪. କର୍କଟ ରାଶି (Cancer) ୫. ସିଂହ ରାଶି (Leo) ୬. କନ୍ୟା ରାଶି (Virgo) ୭. ତୁଳା ରାଶି (Libra) ୮. ବିଛା ରାଶି (Scorpio) ୯. ଧନୁ ରାଶି (Sagittarius) ୧୦. ମକର ରାଶି (Capricorn) ୧୧. କୁମ୍ଭ ରାଶି (Aquarius) ୧୨....








All rights reserved. Designed by Inter Softech