ଦିନରେ ତାଲାଭାଙ୍ଗି ଲୁଟ୍ : ପୋଲିସର ପାରିବାପଣିଆ ପ୍ରତି ପ୍ରଶ୍ନ? ତାଳଚେର, ୧୪/୦୭ – ତାଳଚେର କୋଲିୟରୀ ଥାନା ଠାରୁ ମାତ୍ର ୧କିମି ଦୂରରେ ଦେଉଳବେଡ଼ା କ୍ୱାଟର ନଂ- ଆରଏଲୱାଇ ୧୩ରୁ ଆଜି ସକାଳ ୧୦.୪୦ମି ଠାରୁ ୧୧.୫ ମିନଟ୍ ମଧ୍ୟରେ ଦୃର୍ବୁତମାନେ ଘରର କବାଟଭାଙ୍ଗି ଲୁଟପାଟ୍ କରିବା ଘଟଣା ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହାକୁ ନେଇ କୋଲିୟରୀ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଘଟଣାକରୁ ପ୍ରକାଶ ଆଜି ଦେଉଳବେଡ଼ା ସ୍ଥିତ ଉକ୍ତ କ୍ୱାଟରରେ ରହୁଥିବା ଭୂଳେଶ୍ୱର ବାବୁ କାର୍ଯ୍ୟକୁ ଚାଲିଯାଇଥିବା ତାଙ୍କ ଧର୍ମପତ୍ନୀ ଘରକୁ ତାଲା ପକାଇ ପିଲାଙ୍କୁ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-22-scaled.jpg)





