
ବ୍ରହ୍ମପୁର – ରେଳଷ୍ଟେସନରେ ଧକ୍କା ଦେଲା ଟ୍ରେନ ୧ନଂ ପ୍ଲାଟଫର୍ମରେ ୨ ଜଣକୁ ଧକ୍କା ଦେଲା ଟ୍ରେନ। ଟ୍ରେନ ଧକ୍କାରେ ଜଣେ ଆହତ ଓ ଜଣେ ସୁରକ୍ଷିତ ଉଦ୍ଧାର। ୟେସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା। ଗୁରୁତର ଚିତ୍ରସେନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି।

ବ୍ରହ୍ମପୁର – ରେଳଷ୍ଟେସନରେ ଧକ୍କା ଦେଲା ଟ୍ରେନ ୧ନଂ ପ୍ଲାଟଫର୍ମରେ ୨ ଜଣକୁ ଧକ୍କା ଦେଲା ଟ୍ରେନ। ଟ୍ରେନ ଧକ୍କାରେ ଜଣେ ଆହତ ଓ ଜଣେ ସୁରକ୍ଷିତ ଉଦ୍ଧାର। ୟେସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା। ଗୁରୁତର ଚିତ୍ରସେନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ। ଗଞ୍ଜାମ.୨୬/୩/୨୩,ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଞ୍ଜାମ ଗ୍ରସ୍ତରେ ଆସି ବିଭିନ୍ନ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ହେଲିକେପଟର ଯୋଗେ ଆସି ପ୍ରଥମେ କବିସୂର୍ଯ୍ୟ ନଗରରେ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏକ ଜନସଭା ରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ଭୋଧିତ କରିଥିଲେ।ଏହା ପରେ ମୁଖମନ୍ତ୍ରୀ ହିଞ୍ଜିଳିକାଟୁ ବ୍ଲକ ସାରୁ ଗ୍ରାମର ମେଘମାଳ ପଡିଆରେ ସଭାସ୍ଥଳରେ ଯୋଗଦେଇ।୧୯୫୨,୮୯ କୋଟି ଟଙ୍କାର ୮୫୨ ଗୋଟି ଉର୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ୨୨ହଜାର ୨ଶହ ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ବିନା ସୁଧରେ ଋଣ ପ୍ରଦାନ...

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ପରିସ୍ଥିତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଏହାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଆସି ଦୁଇଟି ଫୁଟିଥିବା ଗୁଳିର ଖୋଖାକୁ...

ବ୍ରହ୍ମପୁର,୨୫/୩: ଶାନ୍ତି ଶୃଙ୍ଖଳା ସହ ସରିଲା ଗଞ୍ଜାମ ଓକିଲ ନିର୍ବାଚନ । ଘୋଷଣା ହେଲା ଫଳାଫଳ । ଏଥିରେ ସଭାପତି ଭାବେ ମିନୀତି ରଥ ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ ଭାବେ ଶିବ ନାରାୟଣ ସାହୁ ନିର୍ବାଚିତ । ହୋଇଛନ୍ତି। ଉପସଭାପତି ଭାବେ ଏମ ଚନ୍ଦ୍ର ଶେଖର ନିର୍ବାଚିତ ହୋଇଥିବା ବେଳେ ତାପସ ରଞ୍ଜନ ସାହୁ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଗଞ୍ଜାମ ଓକିଲ ସଙ୍ଘର ପ୍ରଥମ ମହିଳା ସଭାପତି ହେଲେ ମିନତୀ ରଥ । ଆଜି ଓକିଲ ସଂଘ ନିର୍ବାଚନ ସକାଳ ୮ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଂଘ କାର୍ଯ୍ୟାଳୟରେ ଭୋଟଦାନ ପ୍ରକ୍ରୀୟା ଜାରି ରହିଥିଲା ।ଚଳିତ ବର୍ଷ...

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧକ୍ଷ୍ୟ ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଓ ବିଭିର୍ଣ ସମୟରେ ଏଲ.ଏ.ପି ୧୯୮ସଭ୍ୟ ସଭ୍ୟା ଙ୍କୁ ବୈଠକ ଡାକି ଯେଉଁ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ସେହି ବିଷୟ କୁ ନେଇ ଆଜି ବୈଠକରେ ସଙ୍ଘ ତରଫରୁ ଘୋର ନିନ୍ଦା କରାଯାଇଅଛି ।ଗତ କିଛି ମାସ ତଳେ ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ସାଂସଦ ମାନ୍ୟବର...

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ୧୦ଟା ୫ମିନିଟରେ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଖାକୀ ବର୍ଦୀର ଦାଦା ଗିରି, ବଦଳି ହେଲେ କନେଷ୍ଟବଳ ଓ ହୋମଗାର୍ଡ. ବ୍ରହ୍ମପୁର,17/3/23, ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଶୁଭ ଖୁଣ୍ଟିର ଆଗମନ ପାଇଁ ପ୍ରସ୍ତୁତ ଚାଲୁଥିବା ସମୟରେ ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଫୋଟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ. ଏହି ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଉପସ୍ଥିତ ଥିଲେ. କିନ୍ତୁ ଏହି ସମୟରେ ବଡ଼ ବଜ଼ାର ଥାନାର କନେଷ୍ଟବଳ ବାସୁଦେବ ସେଠୀ ଓ ହୋର୍ମଗାର୍ଡ ପ୍ରଦୀପ କୁମାର ମୁଖୀ ହଟାତ ଏକ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଫୋଟ ସମ୍ବାଦିକ ବିକ୍ରମ କୁମାର ଜେନା ଙ୍କୁ ଆକ୍ରମଣ କରିଥିଲେ. ଝାହା ଫଳରେ ଫୋଟ ସାମ୍ବାଦିକ...

ସୁଚିତ୍ରା ଦାସ ହେଲେ ବ୍ରହ୍ମପୁର ଏମକେସିଜି ର ଅଧିକ୍ଷକ. ବ୍ରହ୍ମପୁର ଏମକେସିଜି ର ଚଯୁ ବିଭାଗର ମୁଖ୍ୟ ପ୍ରଫେସର ସୁଚିତ୍ରା ଦାସ ଏମକେସିଜି ର ଅଧିକ୍ଷକ ଦାୟିତ୍ୱ ମିଳିଥିବା ବେଳେ ଅଧିକ୍ଷକ ଥିବା ସନ୍ତୋଷ ମିଶ୍ର ଙ୍କୁ ମେଡିକାଲ କଲେଜର ପ୍ରିନସିପାଲ ଏବଂ ଡିନ ଦାୟିତ୍ୱ ମିଳିଥିବା ନେଇ ସ୍ଵାସ୍ତ୍ୟ ବିଭାଗ ତରଫରୁ ବିଜ୍ଞପତି ପ୍ରକାଶ ପାଇଛି.

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର ଧନେଶ୍ୱର ମାଝୀ ଙ୍କ ଦୁଇ ପୁଅ ହେଲେ ନଟବର ମାଝୀ ଓ ରାଜକିଶୋର ମାଝୀ। ଉଭୟଙ୍କ ମଧ୍ୟରେ ଜମି ବାଡି ଭାଗବଣ୍ଟା କୁ ନେଇ ବିବାଦ ରହିଥିଲା। ରାଜକିଶୋର ଅନୁଗୋଳ କଲେଜ ନିକଟରେ ଭଡା ଘର ନେଇ ରହୁଛନ୍ତି। ଜମିବାଡି ଭାଗ ବଣ୍ଟା କୁ ନେଇ ସରପଞ୍ଚ ଙ୍କ ମାଧ୍ୟମରେ ୧୨/୦୩/୨୦୨୩ ରବିବାର ଦିନ ମିଂମାସା ହେବାର ଥିଲା।...

ଗୋପାଳପୁର ବେଳାଭୂମି ସାଜିଛି ମଦ୍ୟପଙ୍କ ଆଡ଼ା ସ୍ଥଳୀ. ଗୋପାଳପୁର (ଗଞ୍ଜାମ ).ଗୋପାଳପୁର ବେଳାଭୂମି ପଯ୍ୟଟନ ସ୍ଥାନ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି. ଏହି ବେଳା ଭୂମିକୁ ଭାରତର କୋଣ ଅନୁକୋଣରୁ ଓ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ପ୍ରାକୃତିକ ଦୃଶ୍ୟର ଆନନ୍ଦ ନେଇଥାନ୍ତି. କିନ୍ତୁ ବର୍ତମାନ ପର୍ଯ୍ୟଟକ ମାନେ ଏହି ବେଳ ଭୂମିରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି. କାରଣ ବେଳା ଭୂମି ସାଜିଛି ଆଡା ସ୍ଥଳୀ. ଗୋପାଳପୁର ବେଳା ଭୂମି ନିକଟରେ ଥିବା ଭଙ୍ଗା ଗୃହ ଗୁଡିକ ସାଜିଛି ମଦ୍ୟପଙ୍କ ଆଡା ସ୍ଥଳୀ.ଗୋପାଳପୁର ପୋଲିସ ଓ ବେଳାଭୂମିରେ ଥିବା ପୋଲିସ ବିଟ ହାଉସ ନିର୍ଭରଷ୍ଠା...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-10-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-10-scaled.jpg)




All rights reserved. Designed by Inter Softech