ସମ୍ବଲପୁର: ଆସନ୍ତା ୨୦ରେ ସମ୍ବଲପୁରରେ ସରକାରୀ ଛୁଟି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି । ଏହା ସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି କରାଯାଇଛି । ଉତ୍ତରାଞ୍ଚଳ ଆରଡିସିଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଛୁଟି ଘୋଷଣା କରାଯାଇଛି ।
ସମ୍ବଲପୁର: ଆସନ୍ତା ୨୦ରେ ସମ୍ବଲପୁରରେ ସରକାରୀ ଛୁଟି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି । ଏହା ସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି କରାଯାଇଛି । ଉତ୍ତରାଞ୍ଚଳ ଆରଡିସିଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଛୁଟି ଘୋଷଣା କରାଯାଇଛି ।
ସମ୍ବଲପୁର : ସମ୍ବଲପୁର ପୁଲିସର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୁଲିସ ଥାନା ଅର୍ଥନୈତିକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଅତିରିକ୍ତ ଏସପି ଡ. ଶଶାଙ୍କ ଶେଖର ବେଉରାଙ୍କ ସୁଚନା ଅନୁଯାୟୀ, ସମ୍ବଲପୁର ଜିଲା ନିବାସୀ ଶ୍ରୀମତୀ ରୋଜାଲିନ କାଣ୍ଡୁଲାନା ପୁଲିସ ଥାନାରେ ଅଭିଯୋଗ କରିଥିଲେ ଯେ ‘ଏଲଏଫ ୱାର୍କ’ ନାମକ ଏକ କମ୍ପାନୀ ୨ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅର୍ଥ ମିଳିବ ବୋଲି ମିଥ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି କମ୍ପାନୀଟି ଭାରତ ସରକାର ଓ ସେବି ଦ୍ୱାରା ପଞ୍ଜିକୃତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଣୁ ରୋଜାଲିନଙ୍କ ସମେତ ଅନ୍ୟ ମାନେ ବିପୁଳ...
ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀର ସୁଦୃଢ଼ ଯାତ୍ରାକୁ ଆହୁରି ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତରେ ଯାଇ ଏହି ଏକାଡେମୀ ପରିଦର୍ଶନ କରି ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୫ କୋଟି ଟଙ୍କା ରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ ଆନ୍ତର୍ଜାତୀୟ ମାନର ୩ଟି FIFA ଷ୍ଟାଣ୍ଡାର୍ଡ ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ ଏବଂ ୨ଟି ଅତ୍ୟାଧୁନିକ ଫୁଟ୍ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆୟୋଜିତ କାର୍ଯ୍ୟକ୍ରମରେ...
୭ ମେ ହେଉ ଫକିର୍ ଦିନ୍ – ବିଭୁତି ଭୁଷଣ ନାଥ,ପରମାଣ୍ପୁର୍ରେ ଫକିର ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ପାଲିତ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍ମାଏଲ୍ ସାହିତ୍ୟ ସଂସଦ ପରମାଣ୍ପୁର ଦ୍ବାରା ଲକ୍ଷ୍ମୀ ନାରାୟଣ ଯୁବକ ସଙ୍ଘ ସହଯୋଗରେ ସୁନାମ ଧନ୍ୟ ସମଲ୍ପୁରି ସଙ୍ଗିତ ବିଶାରଦ ଫକିର ମୋହନ ପଟ୍ଟନାୟକଙ୍କ ୮୩ତମ ଜନ୍ମବାର୍ଷିକୀ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମ ରେ ବର୍ଷିଆନ୍ ଲେଖକ ଶ୍ରୀ ବିଭୁତି ଭୁଷଣ ନାଥ ସଭାପତିତ୍ୱ କରିଥିବା ବେଲେ ମୁଖ୍ଯ ବକ୍ତା ଭାବରେ ଶ୍ରୀ କାହ୍ନୁଚରଣ ନାଥ,ମୁଖ୍ୟ ଅତିଥି ଭାବରେ ସଙ୍ଗୀତକାର ଶ୍ରୀ ତ୍ରିବିକ୍ରମ ମାହାଣା ଓ ସମ୍ମାନିତ...
କୁଚିଣ୍ଡା ବିଜେପି ପାର୍ଟୀ ଅଫିସ ରେ ଶତକଡ଼ା ୯୦% ରୁ ଉର୍ଦ୍ଧ ମାର୍କ ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନାଜମନକିରା – କୁଚିଣ୍ଡା ବିଜେପି ପାର୍ଟୀ ଅଫିସ ରେ ଶତକଡ଼ା ୯୦% ରୁ ଉର୍ଦ୍ଧ ମାର୍କ ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାଏକ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀ ଯଥା କୁଚିଣ୍ଡା ଶିଶୁ ମନ୍ଦିର ଛାତ୍ରୀ ବାମରା ର ଦୈତାରୀ ପଣ୍ଡାଙ୍କ ଝିଅ ଅନିତା ପଣ୍ଡା ଚଳିତ ବର୍ଷ ମେଟ୍ରିକ ପରିକ୍ଷାରେ ୫୪୦ ମାର୍କ ରଖି A1...
ଭୁବନେଶ୍ଵର: ମାଳଦ୍ବୀପରେ ଅନୁଷ୍ଠିତ ଏସିଆ ମିଡିଆ ସମ୍ମିଳନୀରେ ଆକାଶବାଣୀ ସମ୍ବଲପୁର ସମ୍ମାନିତ ହୋଇଛି। ରେଡିଓ ବର୍ଗରେ ଆକାଶବାଣୀ ସମ୍ବଲପୁରକୁ ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାର ପ୍ରଦାନ କରାଯାଇଛି। ଆକାଶବାଣୀ ସମ୍ବଲପୁର ଏହି ବର୍ଗରେ ଉପବିଜେତା ଭାବେ ପୁରସ୍କୃତ ହୋଇଛି। ସେହିପରି ଆକାଶବାଣୀ ଏବଂ ପ୍ରସାର ଭାରତୀକୁ ମଧ୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ବିତରଣ ସମାରୋହରେ ଏସିଆର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ସମ୍ବଲପୁର : ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର । ପୁଲିସ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ ହୋଇଛି। ବୁର୍ଲା ଥାନା ପ୍ଲାନେଟୋରିୟମ ଛକରେ ନିକଟରେ ଏନକାଉଣ୍ଟର କରାଯାଇଛି। ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ। ରାତି ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ...
ଜମନକିରା:୧୨/୫ : ସମ୍ବଲପୁର ଜିଲ୍ଲା ଜମନକିରା ପଞ୍ଚାୟତର ଜଣେ ୯ ବର୍ଷୀୟ ଶିଶୁ କନ୍ୟା ,ଖେଳିବା – ପଢ଼ିବା ବୟସରେ ନିଶାର ଅନ୍ଧାର ରାସ୍ତାକୁ ଚାଲିଯାଇଛି। ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିବା ଏହି ଶିଶୁ କନ୍ୟା ସଫଳ ଗୁଟୁକା,କୁସୁନା ହାଣ୍ଡିଆ,ପାଉଚ୍ ଦେଶି ମହୁଲି ମଦ, ବୋତଲ ଫରେନ୍ ଲିକର୍ ଓ କଡ଼ା ପାନ ଭଳି ନିଶା ସେବନ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଁ ରେ ଖୋଲାଖୋଲି ଭାବେ ମିଳୁଥିବା ଦେଶି ମଦ ଓ ଗୁଟଖା ସଂସ୍ପର୍ଶ ରେ ଆସି ଶିଶୁ ଟି ନିଶାଗ୍ରସ୍ତ ହୋଇ ପଡିଛି। ଅଭିଭାବକଙ୍କ ଅଜ୍ଞତା ଓ ସଚେତନତା ଅଭାବ ଏଥିପାଇଁ...
ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ ବିଡ଼ିଓ କକ୍ଷ ହଲ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଯାଇଛି। 11-5-2026 ଷୋମବାର ଦିନ ଅନୁଷ୍ଠିତ ହୋଇଛି।ଜିଲ୍ଲା ପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଅଭିଯୋଗ ଶୁଣାଣି ରେ ବିଡ଼ିଓ ରବୀନ୍ଦ୍ର ସେଠି,ତହସିଲଦାର ପ୍ରବୀନା ବିଲୁମ୍ ବ୍ୟକ୍ତି ଗତ ଭାବରେ 35 ଜଣ ,ଗୋଷ୍ଠୀ ଗତ ଭାବେ 41 ଜଣ, ସର୍ବମୋଟ 76 ଜଣ ଅଭିଯୋଗ କରିଥିଲେ।ଆଜି ଜଣ ସୋନାଣି ରେ ଜଣେ ନିରୀହ ବିଧବା ମହିଳା ଗୀତାଞ୍ଜଳି ରୋଇଦାଶ,ସାମ୍ବାଦିକ ହରମୋହନ ପଟେଲ,ସାମ୍ବାଦିକ ନରେନ୍ଦ୍ର ସାହୁ ସମାଜ ସେବୀ ମାନବିକତା ର ପରିଚୟ ଦେଇଥିଲେ। ମହିଳା ଜଣଙ୍କୁ ସାମ୍ବାଦିକ ନରେନ୍ଦ୍ର ସାହୁ ତାର ଫର୍ମ...
ପ୍ରେସ କ୍ଳବ ଜମନକିରା ପକ୍ଷରୁ କୃତି ଛାତ୍ର ପ୍ରିତମ ଙ୍କୁ ସମ୍ବର୍ଦ୍ଧନା ଜମନକିରା (ନରେନ୍ଦ୍ର ସାହୁ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢ଼ୀପା ହାଇସ୍କୁଲରେ ସଫଳତା ସ୍କୁଲ ର ଦଶମ ଛାତ୍ର ଚଳିତ ବୋର୍ଡ ପରୀକ୍ଷା ରେ ଜମନକିରା ବ୍ଲକ ରେ ୯୦% ପ୍ରତିଶତ ୫୪୦ ମାର୍କ ରଖି ବ୍ଲକ ରେ ଗର୍ଵ ଗୌରବ ଆଣିଛନ୍ତି l ଏହାକୁ ନେଇ ଆଜି ଜମନକିରା ବ୍ଲକ ପ୍ରେସ କ୍ଳବ ଜମନକିରା ର ସମସ୍ତ କର୍ମକର୍ତ୍ତା କେନାଢ଼ୀପା ସ୍କୁଲ ର ଛାତ୍ର ପ୍ରିତମ ଘଡେଇ ଙ୍କୁ ଫାଶୀମାଲ ରେ ସମ୍ବର୍ଦ୍ଧନା ଜଣାଇଛନ୍ତି lସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଣ ପାହାଡ଼ ଘେରା ଅଞ୍ଚଳରୁ ତଥା...











All rights reserved. Designed by Inter Softech