ସେରସୁଆଁତଲ ଶ୍ରୀ ମା ପୂର୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ରେ ବାର୍ଷିକ ଉତ୍ସବ ସ୍ଥାନ-ସେରସୁଆଁତଲତାରିଖ- ୩୧. ୦୧. ୨୦୨୬ସମ୍ବଲପୁର ଆଜି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ କୁକୁଡାପାଲି ପଂଚାୟତ ସେରସୁଆଁତଳ ଠାରେ ଥିବା ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି | ପ୍ରଥମେ ବିଦ୍ୟାଳୟ ର ରୀତି ନୀତି ଅନୁସାରେ ଶ୍ରୀ ମା ଅରବିନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଅଛି | ଏହା ପରେ ମାତୃବନ୍ଦନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମ୍ବପୁର କୃଷକ ସଂଗଠନ ମୁଖ୍ୟ ଅଶୋକ ପଧାନ ମୁଖ୍ୟ ବକ୍ତା ଭାବରେ ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ...






