ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ ଭବାନୀପାଟଣା,୧୭/୦୮: ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀଙ୍କ ରଚିତ ପୁସ୍ତକ “ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା” ଲୋକାର୍ପିତ ହୋଇଛି। ସ୍ଥାନୀୟ ସତ୍ୟସାଇ ବିଦ୍ୟା ମନ୍ଦିରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭବାନୀପାଟଣା ଚିନ୍ମୟ ମିଶନର ମୁଖ୍ୟ ସ୍ବାମୀ ଅମେୟାନନ୍ଦ ଜି ମହାରାଜ, ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଗୀତା ପ୍ରଚାର ସମିତି ଭବାନୀପାଟଣାର ପ୍ରତିଷ୍ଠାତା ସଭାପତି ଇଂ ନିରଞ୍ଜନ ପ୍ରଧାନ, ଅବସର ପ୍ରାପ୍ତ ହିନ୍ଦୁସ୍ଥାନ ଏରୋନେଟିକ୍ସ ର ପ୍ରକଳ୍ପ ଅଧିକାରୀ ଗୋପାଳ କୃଷ୍ଣ ଷଡ଼ଙ୍ଗୀ, ହିଲ୍ ଟାଉନ୍ ସିଭିଲ ସୋସାଇଟିର ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ସତ୍ୟସାଇ ବିଦ୍ୟା ମନ୍ଦିରର ସମ୍ପାଦକ ସୁବ୍ରତ...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-11-scaled.jpg)



