ଦୁଇ ମୋଟରସାଇକେଲ ଓ ଅଜଣା ଗାଡି ମଧ୍ୟରେ ଧକ୍କା ଜଣେ ବାଇକ୍ ଆରୋହୀ ମୃତ। ମର୍ମଦୂନ୍ତ ସଡ଼କ ଦୁର୍ଘଟଣାରେ ଗଡିଲା ଆଉଗୋଟେ ମୁଣ୍ଡ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଥିଲା ବେଳେ ଆଞ୍ଚଳିକ ପ୍ରଶାସନ ଏକ ପ୍ରକାର ନିରୁପାୟ ମନେହୁଏ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜନଜୀବନ ପ୍ରଭାବିତ ଓ ନଷ୍ଟ ହେଉଥିବା ବେଳେ ଏହାକୁ ରୋକିବାରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରଖିଥିବା ବେଳେ କୌଣସି ନା କୌଣସି କାରଣରୁ ବିଫଳ ହୋଇଥିବା ମନେହୁଏ। ସେହିଭଳି ଏକ...






