କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଜଣେମୃତ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ଦୁଇଜଣ। ହାତୀ ଆକ୍ରମଣରେ ଜଣେମୃତ ଅଳ୍ପକେ ବର୍ତ୍ତିଲେ ଭାଇ ଓ ଭଉଁଣୀ, କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜ, ରୁଗୁଡିଗ୍ରାମ ଲୁଣ ଗୋଠାଣି ସାହିର ସରବେୟା ମୁଣ୍ଡା ନିଜଭାଇ ଜିତୁ ମୁଣ୍ଡା ଓ ଭଉଣୀ ସୁର୍ଯ୍ୟ ମୁଣ୍ଡା ସହ କାମସାରି ଜଙ୍ଗଲିଆ ରାସ୍ତାରେ ଘରକୁ ଫେରୁଥିବା ସମୟରେ ଜଙ୍ଗଲ ଭିତରେଥିବା ଏକ ଗୋଠ ଛଡ଼ା ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। । ହାତୀଟି ସରବେଆକୁ ଶୁଣ୍ଢରେ କଚାଡି ଦେଇ ଥିବା ବେଳେ ଜିତୁ ମୁଣ୍ଡା ଧାଇଁ ଯାଇ ଏକ କଳଭର୍ଟ ତଳେ ଲୁଚି ଜୀବନ ବଞ୍ଚାଇଥିବା ଥିଲେ ଭଉଣୀ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-22-scaled.jpg)



