ଦ୍ରୁତଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାରୁ ଦୁର୍ଘଟଣା।ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ଧକ୍କା ଦେଲା ବାଇକ ସ୍ୱାମୀ ଗୁରୁତର। ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ ଦୁର୍ଘଟଣା, ପଥଚାରି ଙ୍କୁ ଧକ୍କା ଦେଲା ମୋଟର ସାଇକେଲ,ଦୁର୍ଘଟଣାରେ ପଥଚାରିଙ୍କ ଗୋଡ଼ ଭାଙ୍ଗିଲା। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁ ନିକଟ ଜାତୀୟ ରାଜପଥ 520 ଶିହଶୁ ମନ୍ଦିର ଛକ ନିକଟରେ । ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ସ୍ୱାମୀ-ସ୍ତ୍ରୀ ଦୁଇଜଣ ହସଖୁସିରେ ରୋଇଡାରୁ ଝାଡ଼ଗାଁ କୁ ଆସି ଉଭୟ ଚାଲିଚାଲି କରି...






