ପଶ୍ଚିମବଙ୍ଗରେ ଆଗରେ ବିଜେପି !ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି । ଟୋଟଲ 293 ସିଟ ରୁ ବିଜେପି ୧୪୫ ଆସନରେ ଆଗୁଆ, ଟି ଏମ ସି ୯୬ ସିଟ ରେ ଆଗୁଆ ଓ ଅନ୍ୟ ଦଳ ମାନେ ଚାରିଟି ସିଟ ରେ ଆଗୁଆ ରହିଛନ୍ତି।
ପଶ୍ଚିମବଙ୍ଗରେ ଆଗରେ ବିଜେପି !ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି । ଟୋଟଲ 293 ସିଟ ରୁ ବିଜେପି ୧୪୫ ଆସନରେ ଆଗୁଆ, ଟି ଏମ ସି ୯୬ ସିଟ ରେ ଆଗୁଆ ଓ ଅନ୍ୟ ଦଳ ମାନେ ଚାରିଟି ସିଟ ରେ ଆଗୁଆ ରହିଛନ୍ତି।
ନୁଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କିଏ ମାରିବ ବାଜି, ସେ ନେଇ ସମସ୍ତଙ୍କ ନଜର ରହିଛି। ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ...
ମମତା ଭବାନୀପୁରର ଗଣନା କେନ୍ଦ୍ରର ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲେ, ଭୋଟ ମେସିନରେ ହେରଫେର ଅଭିଯୋଗ ଆଣିଲେକୋଲକାତା: (ଏପ୍ରିଲ 30) ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ଦକ୍ଷିଣ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ପହଞ୍ଚିଲେ, ଯାହା ଭବାନୀପୁର ବିଧାନସଭା କ୍ଷେତ୍ରର ଗଣନା କେନ୍ଦ୍ର, ଯେଉଁଠାରେ ଏପ୍ରିଲ 29 ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଇଭିଏମ୍ ପାଇଁ ଷ୍ଟ୍ରଙ୍ଗ ରୁମ ରହିଛି। ଭୋଟ ମେସିନରେ ଭୁଲ ଏବଂ ହେରଫେର ହୋଇଥିବା ସନ୍ଦେହ କରି। ସନ୍ଧ୍ୟାରେ ବାନାର୍ଜୀ ସଭାସ୍ଥଳରେ ପହଞ୍ଚିଥିଲେ, ସହରରେ ପ୍ରବଳ ବର୍ଷାକୁ ଅଣଦେଖା କରି ଏବଂ ଶେଷ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଭିତରେ ବସି ରହିଥିଲେ। କୋଲକାତା ମେୟର...
କେରଳରେ ୟୁଡିଏଫ୍ ମେଣ୍ଟ ସରକାର ଗଠନ କରିବାକୁ ପ୍ରସ୍ତୁତ ଥିବା ପରି ଜଣା ପଡୁଛି । ସର୍ଭେ ଅନୁଯାୟୀ ବାମ ଦଳ ବହୁମତ ପାଇବାରୁ ବଞ୍ଚିତ ହୋଇପାରେ । ଯଦି ଏଗଜିଟ ପୋଲ ସଠିକ୍ ପ୍ରମାଣିତ ହୁଏ, ତେବେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବ।କେରଳରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବରେ ସ୍ଥିତି ବଦଳାଇ ଦେଇଛି।ସାମ୍ପ୍ରତିକ ଏକଜିଟ୍ ପୋଲ ଏହା ସୂଚାଉଛି। ଚାଣକ୍ୟ ଷ୍ଟ୍ରାଟେଜି ଏବଂ ମ୍ୟାଟେରାଇଜର ସର୍ଭେଗୁଡ଼ିକ ୟୁଡିଏଫ୍ କିମ୍ବା କଂଗ୍ରେସ ମେଣ୍ଟର କ୍ଷମତାକୁ ଫେରିବା ସୂଚାଇ ଦେଉଛି। ଏହାର ଅର୍ଥ ହେଉଛି ବାମ ମେଣ୍ଟ ଏଥର ହ୍ୟାଟ୍ରିକ୍ ସ୍କୋର କରିବାର ସମ୍ଭାବନା କମ୍। ତଥାପି, ସମସ୍ତ ପୋଲ ଦୁଇଟି...
ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା! ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ବିଭିନ୍ନ ଏକଜିଟ୍ ପୋଲ୍ ଅନୁଯାୟୀ, ଚଳିତ ବିଧାନସଭା ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ନେତୃତ୍ୱାଧୀନ ଦଳ ଏକ ଚମତ୍କାର ପ୍ରଦର୍ଶନ କରିବାକୁ ଯାଉଛି। ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଏକଜିଟ୍ ପୋଲ୍ ଉପରେ। ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ ଅନୁଯାୟୀ, ପାରମ୍ପରିକ ଦ୍ରାବିଡ଼ ଦଳ DMK ଏବଂ AIADMK କୁ କଡ଼ା ଟକ୍କର ଦେଉଛନ୍ତି ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟ। ତାଙ୍କ ଦଳ ତାମିଲଗା ଭେଟ୍ରି କାଜାଗାମ (TVK)...
ସରିଲା ପଶ୍ଚିମବଙ୍ଗ ଭୋଟ୍, ଆସିଲା ଏକ୍ଜିଟ୍ ପୋଲ ରିପୋର୍ଟ କୋଲକାତା: ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଭୋଟ୍ ଗ୍ରହଣ ସରିବା କ୍ଷଣି ହିଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ରିପୋର୍ଟ ପ୍ରକାଶ ପାଇଛି, ଯାହା ରାଜ୍ୟ ରାଜନୀତିର ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। କାହା ମଧ୍ୟରେ ଥିଲା କଡ଼ା ଟକ୍କର? ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟତଃ କ୍ଷମତାସୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ସିଧାସଳଖ ଏବଂ କଡ଼ା ଲଢ଼େଇ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ...
ପଶ୍ଚିମବଙ୍ଗ : ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଅନେକ ସ୍ଥାନରେ ଇଭିଏମ୍ ରେ କଳା/ଧଳା ଟେପ୍ ଲଗାଯିବା ଏବଂ ଇଭିଏମ୍ ଟ୍ୟାମ୍ପରିଂର ଅଭିଯୋଗ ଆସିଛି। ଅଭିଯୋଗ ହୋଇଛି ଯେ ଇଭିଏମ୍ ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପାଖରେ ଧଳା ଟେପ୍ ଲଗାଯାଇଥିଲା। କିଛି ବିଜେପି ନେତା ଏକ୍ସ ରେ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ଏହି ଘଟଣା ବୁଥ ନମ୍ବର ୧୪୪ ଏବଂ ୧୮୯ ରେ ଘଟିଛି । ଏବଂ ଉଭୟରେ ପୁନଃ ମତଦାନ ପାଇଁ ଦାବି କରାଯାଇଛି।ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ, ବଙ୍ଗଳାର...
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆଜି ଭୋଟ୍ ପାଇଁ ପ୍ରମୁଖ ନିର୍ବାଚନମଣ୍ଡଳୀ ମଧ୍ୟରେ ଭବାନୀପୁର ଅନ୍ତର୍ଭୁକ୍ତ ଅଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଅଧିକାରୀ ନନ୍ଦିଗ୍ରାମରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି, ଯେଉଁଠାରେ ସେ ବର୍ତ୍ତମାନର ବିଜେପି ବିଧାୟକ। ଏହି ୧୪୨ ଆସନରୁ ଅଧିକାଂଶ ସ୍ଥାନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିର...
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬: ଆଜି ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆଜି (ଏପ୍ରିଲ୍ ୨୯, ୨୦୨୬) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟ ମତଦାନ ସହିତ ରାଜ୍ୟର ସମସ୍ତ ୨୯୪ଟି ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ମୁଖ୍ୟ ଅଂଶଗୁଡ଼ିକ: ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା (ଯେଉଁଥିରେ ପ୍ରାୟ ୯୩.୧୯% ମତଦାନ...
ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ବେଳେ ମା’ କାଳୀଙ୍କ ପୂଜା ପାଇଁ ଫୁଲ କିଣିଲେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିଆରା ଏବଂ ଭକ୍ତିପୂର୍ଣ୍ଣ ଅନ୍ଦାଜ ଦେଖିବାକୁ ମିଳିଛି। ରାଜ୍ୟରେ ନିର୍ବାଚନୀ ରାଲି ଓ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗଲର ଆରାଧ୍ୟ ଦେବୀ ମା’ ଭବତାରିଣୀ କାଳୀଙ୍କ ପ୍ରତି ନିଜର ଅଗାଧ ଶ୍ରଦ୍ଧା ଏବଂ ଭକ୍ତି ପ୍ରକଟ କରିଛନ୍ତି। ସୂଚନା ଅନୁଯାୟୀ, ନିଜର ବ୍ୟସ୍ତବହୁଳ ନିର୍ବାଚନୀ ପ୍ରଚାର ଏବଂ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମା’ କାଳୀଙ୍କ ଆଶୀର୍ବାଦ ନେବା ପାଇଁ ଯିବା ସମୟରେ ଏକ ସ୍ଥାନୀୟ ଦୋକାନରୁ ପୂଜା ପାଇଁ ଫୁଲ କିଣିଥିଲେ।...









All rights reserved. Designed by Inter Softech