ପ୍ରବଳ ଲଘୁଚାପ ଜନିତ ଲଗାଣ ବର୍ଷାରେ ଦଶ ପୁରରେ ଜଳ ବନ୍ଦୀ ଘେରରେ ଗୋଲାମୁଣ୍ଡା/୨୯/୭/୨୬/()କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶ ପୁର ଗ୍ରାମର ଅନେକ ସ୍ଥାନରେ ଜଳବନ୍ଦୀ ଘେରରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଜି ଗୋଲାମୁଣ୍ଡା ବ୍ଲକର ଅନେକଟିଙ୍ଗିପଦର ଗ୍ରାମର ପରୀକ୍ଷିତ ସେଠିଆ ଙ୍କ ଓ ମାଳତି ବେୱା ଙ୍କ ଘର ଭାଙ୍ଗି ଜଯାଇଛି ଓ ଅନେକ ସ୍ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପ୍ରବଳରୁ ପ୍ରବଳ ଭାବେ ଲଘଚାପଜନିତ ବର୍ଷା ଯୋଗୁ ଅନେକ ସ୍ଥାନରେ ଲୋକଙ୍କ ଙ୍କ ଘର ଦ୍ୱାରରେ ପାଣି ପଶିବା ସହ ଚାଷଜମି ନଷ୍ଟ, ରାସ୍ତା ଉପରେ ଆଣ୍ଠୁଏ...






