ଏକାଦଶୀ ଉଦ୍ୟାପନ ଉପଲକ୍ଷେ ଜମକିଲା ଅଷ୍ଟ ପ୍ରହର ନାମଯଜ୍ଞ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନସ୍ଥ ହାବସପୁର ଠାରେ ଏକାଦଶୀ ଉଦ୍ୟାପନ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଉକ୍ତ ନାମଯଜ୍ଞ ରେ ସାତଗୋଟି ସଂକୀର୍ତନ ଦଳ ଯୋଗଦାନ କରିଥିଲେ । ଏବଂ ହରି ନାମରେ ଦୋହଲି ଉଠୁଥିଲା ଗାଁ ପରିବେଶ। ଝୁମି ଥିଲେ ହଜାର ହଜାର ଭକ୍ତ।ସତ୍ୟନାରାୟଣ ଲହଜଳ ଓ ମାଳତୀ ଲହଜଲ ନାମ ଯଜ୍ଞ ର କର୍ତ୍ତା ଦାୟିତ୍ୟ ତୁଲାଇଥିବାବେଳ ଏକାଦଶୀ କର୍ତ୍ତା ସୋମନାଥ ଲହଜଳ ଓ କୁମୁଦିନୀ ଲହଜଳ ଦାଇତ୍ୟ ତୁଲାଇଥିଲେ l ବେଦବ୍ୟାସ ଲହଜଲ ଆୟୋଜକ କମିଟିର ମୁଖ୍ୟ ଦାଇତ୍ୟ ପରିଚାଳନା କରୁଥିଲେ...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)
