ପ୍ରଶାସନିକ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ। କଳାହାଣ୍ଡି -ଜୁନାଗଡରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)ସରକାର ଜନମଙ୍ଗଲପାଇ ପରିବେଶ କିପରି ଭାବରେ ସୁରକ୍ଷିତ ରହିବ,ଜନଜିବନ ସୁଖରେ ରହିବବୋଲି ସରକାର ମାଁ ପାଇଁ ଗଛଟିଏ ଲଗେଇ ବା ପାଇଁ ଚେଷ୍ଟାକରୁ ଥିବାବେଳେ।ଜଙ୍ଗଲ ବିଭାଗର ଅବହେଲିତ ପାଇଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ କେଲିଆ ଜଙ୍ଗଲରେ । କେଉଁ ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗେଇଥିବାରୁ ଜଙ୍ଗଲର ଗଛ ଗୁଡାକ ପୋଡି ନଷ୍ଟହୋଇଜାଇଛି, ଗାଁ ର ଲୋକମାନେ ଖବର ପାଇ, ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଛି।ଗରିବ ଲୋକମାନେ ଜଙ୍ଗଲରୁ...






