
ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠ ପଢ଼ା ସହିତ ଟିଚିଂ ହସପିଟାଲ୍ରେ ପରିଣତ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଦାବୀପତ୍ର ତାଳଚେର, ୨୮/୦୫ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠ ପଢ଼ା ସହିତ ଟିଚିଂ ହସପିଟାଲ୍ ରେ ପରିଣତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ...

ଆଜି ତା-୨୮/୦୫/୨୦୨୬ ରିଖ ଦିନ ସଂପୂର୍ଣ୍ଣା ବିକାଶ ମଞ୍ଚ ଓ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ ଆନୁକୁଲ୍ୟରେ କୁନୁଆ ପଞ୍ଚାୟତର କାଟେଣୀଠାରେ “ବିଶ୍ଵ ଋତୁସ୍ରାବ ସ୍ବଛତା ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣା ବିକାଶ ମଞ୍ଚର ଆବାହିକା ତଥା ଜନତା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଧୀମତୀ ସୋନା ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ...

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ମେରାମଂଡଳୀ , 28/05/2026: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଶିବପୁର କମ୍ୟୁନିଟି ହଲରେ ଆଜି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା ଯେଉଁଥିରେ ପ୍ରାୟ ୭୦ ଜଣ ମହିଳା, କିଶୋରୀ ବାଳିକା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସହାୟକ ନର୍ସ ଧାଈ...

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧବିରତି ଭାଙ୍ଗିଯିବାର ଆଶଙ୍କା ଜୋର ଧରିଛି। ଆମେରିକା ପୁଣି ଥରେ ଇରାନ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି। ଏହି ଆକ୍ରମଣଗୁଡ଼ିକ ଏପରି ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା ଯାହା ହର୍ମୁଜ୍ ପ୍ରଣାଳୀ ପାଇଁ ବିପଦ ସୃଷ୍ଟି କରିପାରେ। ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଆମେରିକା ସେନା ବନ୍ଦର ଆବାସ ବନ୍ଦର ନିକଟରେ ଆକ୍ରମଣ କରିଛି।...

ଭୁବନେଶ୍ୱର: ଗତକାଲି ମେ ୨୭ ତାରିଖ (ବୁଧବାର) ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଉପସଭାପତି ଆଦିତ୍ୟ ପ୍ରିତମ ଦାସ ଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ବ ଛାତ୍ର ନୀଳାଦ୍ରି...

ଭୁବନେଶ୍ୱର: ଯୁବବର୍ଗ ହେଉଛନ୍ତି ପରିବର୍ତ୍ତନର ପ୍ରମୁଖ ବାହକ I ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ ପାଇଁ ତଥା ସୂଚନା ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ବୁଧବାର ଦିନ ଲୋକଭବନର ଅଭିଷେକ ହଲଠାରେ...

୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପରେ ଆଜି ଉଦଘାଟନୀ ମ୍ୟାଚରେ ଭାରତ ଓ ଆମେରିକା ମଧ୍ୟରେ ମୁକାବିଲା ହେଉଛି । ୩୫.୨ ଓଭରରେ ସମସ୍ତ ୱିକେଟ ହରାଇ ଭାରତକୁ ୧୦୮ରନର ଟାର୍ଗେଟ ଦେଇଛି ଆମେରିକା । ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଆଜିର ଖେଳାଯାଉଛି ମ୍ୟାଚ୍ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଆୟୁଷ ମାହାତ୍ରେ...

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କାବାହିଲିପଡାର ସୁଇପର କଲୋନୀର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ମିଳିଛି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ।୨୦୨୬ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ରାଜେନ୍ଦ୍ର ପାତ୍ର, ରାଷ୍ଟ୍ରପତି ଭବନରେ ହେବାକୁ ଥିବା “ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀରେ ଅତିଥି ଭାବେ ଯୋଗଦେବେ ।ରାଷ୍ଟ୍ରପିତ ଭବନରୁ ନିମନ୍ତ୍ରଣ ପତ୍ର ପାଇବା ପରେ...

ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍କୁ ହ୍ରାସ କରି ଖୁବ୍ କମ୍ କରିଦେଇଛି। ସଂଶୋଧିତ ମାନଦଣ୍ଡ ଅନୁସାରେ, ଏବେ ସାଧାରଣ ବର୍ଗ ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ...

ଭାରତୀୟ ରେଳବାଇ ଦେଶରେ ମାଲ ପରିବହନକୁ ପୁନଃ ପରିଭାଷିତ କରୁଛି । ଏକ ଦ୍ରୁତ, ବିଶ୍ୱସନୀୟ ଏବଂ ସୁଲଭ ରେଳ ମାଲ ପରିବହନ ସମାଧାନ ପ୍ରଦାନ କରି ମାଲ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଉନ୍ନତ ଭିତ୍ତିଭୂମି, ଉଚ୍ଚ କ୍ଷମତା ବିଶିଷ୍ଟ କରିଡର ଏବଂ ଆଧୁନିକ ପରିଚାଳନା ପ୍ରଣାଳୀକୁ ମିଶାଇ, ଉତ୍ସର୍ଗୀକୃତ ମାଲ କରିଡର...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର ପ୍ରଦେଶ ମୁରାଦାବାଦର କୁଶଳୀ ଶିଳ୍ପୀମାନେ ତିଆରି କରିଛନ୍ତି। ଏହି କ୍ଷୁଦ୍ର ବିମାନ କଳାକୃତିରେ ସୁନାର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ମାର୍ଗରେ ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯିବା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ...









All rights reserved. Designed by Inter Softech