
ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି।ଚାଲୁ ରହିଥିବା ପାଞ୍ଚ ଦିନିଆ ବିଧାନସଭା ଅଧିବେଶନର ଶେଷ ଦିନରେ ଏହି...

ଜଯପୁର : ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ସକଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ରହିବ । ତେବେ ଏହି ବନ୍ଦ କାଗଜ କଳା କାର୍ଯ୍ୟକ୍ଷମ ହେବା ଦାବିରେ କରାଯାଇଛି । ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିଥିବାବେଳେ...

ଅନୁଗୋଳ : ଘର ଉପରେ ଗଛ ପଡି ଛାପି ହେବାରୁ ମହିଳା ମୃତ । ଆଠମଲ୍ଲିକ ନାରାୟଣପୁର ଗାଁରେ କାଳବୈଶାଖୀର ତାଣ୍ଡବରେ ଏକ କଚ୍ଚା ଘର ଉପରେ ଗଛ ପଡିଯିବାରୁ ମହିଳା ଜଣଙ୍କ ଛାପି ହୋଇଯାଇଛନ୍ତି । ତାଙ୍କୁ ଆଠମଲ୍ଲିକ ହସ୍ପିଟାଲକୁ ନିଆଯାଥିଲା ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ...

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ,...

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ବିକାନେରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଭାରତ-ପାକିସ୍ତାନ (ଆଇ.ପି.ବି.) ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଜଡ଼ିତ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ବ୍ୟାପକ ଆକଳନ କରାଯାଇଥିଲା। ଏହି ବୈଠକରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ, ଜିଲ୍ଲା ମାଜିଷ୍ଟ୍ରେଟ୍...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-14-scaled.jpg)
ଆଜିର ରାଶିଫଳ – ୨୮ ମେ ୨୦୨୬, ଗୁରୁବାର ଜାଗ୍ରତ ଭାରତ ନ୍ୟୂଜ୍ ପାଠକମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ମେଷ ରାଶି ବୃଷ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି କନ୍ୟା ରାଶି ତୁଳା ରାଶି ବିଛା ରାଶି ଧନୁ ରାଶି ମକର ରାଶି କୁମ୍ଭ ରାଶି ମୀନ...

ନୂଆଦିଲ୍ଲୀ / ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ଦେଶର ନ୍ୟାୟିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ‘ଦୁର୍ନୀତି ନିବାରଣ ଆଇନ (Prevention of Corruption Act)’ ର ଧାରା 17A କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ମାମଲା ପରଠାରୁ ଏହି ଧାରାଟି ଆଇନଗତ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କ’ଣ ଏହି ଧାରା...

ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ୱ ରାଜନୀତିରେ ଭାରତ ଓ ଆମେରିକା ମଧ୍ୟରେ ବଢୁଥିବା ନିକଟତା ଏକ ନୂଆ ମୋଡ଼ ନେଇଛି। ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କେବଳ ସଫଳ ହୋଇନାହିଁ, ବରଂ ଏହା ଏକ ‘ରଣନୈତିକ ଭାଗିଦାରୀ’ରୁ ‘ବିଶ୍ୱାସର ସମ୍ପର୍କ’କୁ ରୂପାନ୍ତରିତ ହୋଇଛି। ଆଲୋଚନାର ମୁଖ୍ୟ ବିନ୍ଦୁ ସମୂହ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ କେତେକ ପ୍ରମୁଖ...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ। ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ। ଏହା ଚାନ୍ସେଲର ମର୍ଜଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ଏବଂ ଫେଡେରାଲ ଚାନ୍ସେଲର...

ମୁମ୍ବାଇ: ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ନିର୍ବାଚନ ପୂର୍ବରୁ ଅଧିକାରୀମାନେ ନିର୍ବାଚନ ଦାୟିତ୍ୱ ପୂରଣ କରିବାରେ ବିଫଳ ହେବା ଏବଂ ଅନୁପସ୍ଥିତ ରହିବା ପାଇଁ ୬,୮୭୧ ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୋଟ ୨,୩୫୦ ଅଧିକାରୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ୱରେ ନିଯୁକ୍ତ କରାଯାଇଥିଲା। ବାକି ୪,୫୨୧ ଅଧିକାରୀଙ୍କ ବିରୁଦ୍ଧରେ ସେମାନଙ୍କର କର୍ତ୍ତବ୍ୟ...

ସୀମା ପାର୍ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍, ଗୁଇନ୍ଦା ସଂସ୍ଥା, ନାଗରିକ...

ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବ ବୋଲି ଭାରତ ପାଇଁ ନିଯୁକ୍ତ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଆଜି ଦାୟିତ୍ବ ଗ୍ରହଣ କରିବା ଅବସରରେ କରିଛନ୍ତି। ବାଣିଜ୍ୟ ଆଲୋଚନା ନେଇ ଉଭୟ ପକ୍ଷ ସକ୍ରିୟଭାବେ କାର୍ଯ୍ୟ କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତାକାଲି ହେବ ବୋଲି ସେ କହିଛନ୍ତି।...










All rights reserved. Designed by Inter Softech