
ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ ବାଲିଗୁଡା, ତା, ୨୭/୦୫ : (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା। ହଠାତ୍ ଆରମ୍ଭ ହୋଇଥିବା ଏହି...

ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ବହୁ ମନ୍ତ୍ରୀ...

ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା। ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି।ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି । ହଂକଂଠାରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଓଡ଼ିଶା ସହିତ ଚଣ୍ଡୀଗଡ଼କୁ...

ନୁଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଯୋସେଫ ବିଜୟ ବୁଧବାର ଦିନ ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ମାସର ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଥିଲା। ବିଜୟ ଦିଲ୍ଲୀର ତାମିଲନାଡୁ ହାଉସ ମଧ୍ୟ ପରିଦର୍ଶନ...

ରାଜ୍ୟ ଯୋଗାସନ ସ୍ପୋର୍ଟ୍ସ ପ୍ରତିଯୋଗିତା ରେ ଅନୁଗୋଳ କୁ ସ୍ଵର୍ଣ ———— ଅନୁଗୁଳ / ତା 27/05/2026 -: ରାୟଗଡା ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟୁମ ରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ପ୍ରତିଯୋଗିତା ରେ ଅନୁଗୋଳ କୁ ଗୋଟିଏ ସ୍ବର୍ଣ୍ଣ ସହ ଚାରିଟି ସିଲଭର ଗୋଟିଏ ଵୃଞ୍ଚ ପଦକ ମିଳିଛି l ସିନିଅର ସି...

.ନବୋଦୟ ସାହିତ୍ୟର ପରିଭାଷା ପକ୍ଷରୁ ଶ୍ରଦ୍ଧାଞ୍ଜଳିତାଳଚେର, ୨୭/୦୫ ତାଳଚେରର ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା ପରିବାର ପକ୍ଷରୁ ସାରସ୍ୱତ ସାଧକ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦିକା ଦୀପ୍ତିରାଣୀ ସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶା...

ଆଜିଠାରୁ ଆରମ୍ଭ ହେବ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଦିଥିବା ବେଳେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଟ୍ରେଡ ଡିଲ ହୋଇପାରିନାହିଁ । ଆଜିଠାରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ନୂଆ ପର୍ଯ୍ୟାୟ ଆଲୋଚନା । ଏନେଇ ଗତକାଲି ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ସୋମବାର ସକାଳେ ଅହମ୍ମଦାବାଦର ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଉଭୟ ନେତା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଥିଲେ ଏବଂ ତାଙ୍କ ଫଟୋଗ୍ରାଫିରେ ଏକ ସୂତା ପ୍ରଦାନ କରିଥିଲେ। ଆଶ୍ରମ ପରିଦର୍ଶନ କରିବା ପରେ, ମର୍ଜ ଅତିଥି...

ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ର ତିନୋଟି ବିଭାଗରେ ସ୍ଥାନ ପାଇ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଯାହା ଓଡ଼ିଆ ତଥା ଭାରତୀୟ ସ୍ୱାଧୀନତା ସିନେମା...

ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କରିଛି। ଗୁଜୁରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତକୁ ୩୦୧ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ୪୯ ଓଭରରେ ୬ଟି ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଛି। ଶୁଭମନ ଗିଲ ଏକ ସ୍ଥିର ଏବଂ ଧୀର ଅର୍ଦ୍ଧଶତକ ହାସଲ କରି...

ଆଜି ଇସ୍ରୋର ବଡ଼ ମିଶନ । ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ । ଉଡ଼ିବ PSLV-C62 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି । ସକାଳ ୧୦ଟା ୧୭ ମିନିଟରେ ରହିଛି ମିଶନ । ଏହା ହେଉଛି PSLV ର...

ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ ତାରିଖରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି। ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଜାନୁଆରୀ ୧୨ ସକାଳ ୯.୩୦ରେ ଉଭୟ...









All rights reserved. Designed by Inter Softech