
ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ବହୁ ମନ୍ତ୍ରୀ...

ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା। ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି।ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି । ହଂକଂଠାରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଓଡ଼ିଶା ସହିତ ଚଣ୍ଡୀଗଡ଼କୁ...

ନୁଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଯୋସେଫ ବିଜୟ ବୁଧବାର ଦିନ ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ମାସର ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଥିଲା। ବିଜୟ ଦିଲ୍ଲୀର ତାମିଲନାଡୁ ହାଉସ ମଧ୍ୟ ପରିଦର୍ଶନ...

ରାଜ୍ୟ ଯୋଗାସନ ସ୍ପୋର୍ଟ୍ସ ପ୍ରତିଯୋଗିତା ରେ ଅନୁଗୋଳ କୁ ସ୍ଵର୍ଣ ———— ଅନୁଗୁଳ / ତା 27/05/2026 -: ରାୟଗଡା ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟୁମ ରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ପ୍ରତିଯୋଗିତା ରେ ଅନୁଗୋଳ କୁ ଗୋଟିଏ ସ୍ବର୍ଣ୍ଣ ସହ ଚାରିଟି ସିଲଭର ଗୋଟିଏ ଵୃଞ୍ଚ ପଦକ ମିଳିଛି l ସିନିଅର ସି...

.ନବୋଦୟ ସାହିତ୍ୟର ପରିଭାଷା ପକ୍ଷରୁ ଶ୍ରଦ୍ଧାଞ୍ଜଳିତାଳଚେର, ୨୭/୦୫ ତାଳଚେରର ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା ପରିବାର ପକ୍ଷରୁ ସାରସ୍ୱତ ସାଧକ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦିକା ଦୀପ୍ତିରାଣୀ ସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶା...

ତୃଟିପୂର୍ଣ୍ଣ ଆଧାରକାର୍ଡ଼ ସଠିକତା ଓ ଅପଡ଼େଟ୍କୁ ନେଇ ସର୍ବସାଧାରଣ ଦହଗଞ୍ଜତାଳଚେର, ୨୭/୦୫ ଆଜିକା ଦିନରେ ଯେକୌଣସି କାର୍ଯ୍ୟ ହେଉ କି, ସରକାରୀ, ବେସରକାରୀ କ୍ଷେତ୍ରରେ ହେଉ ଆଧାର ପ୍ରମାଣପତ୍ର ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି । ଏପରିକି, ବିନା ଆଧାର ପ୍ରମାଣପତ୍ରରେ ଲୋକଙ୍କର କୌଣସି କାର୍ଯ୍ୟ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି । ସବୁକ୍ଷେତ୍ରରେ ଆଧାର…ଆଧାର..ଆଧାର! ସରକାରଙ୍କ ପକ୍ଷରୁ...

ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ ତାରିଖରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି। ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଜାନୁଆରୀ ୧୨ ସକାଳ ୯.୩୦ରେ ଉଭୟ...

ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଆତ୍ମସମର୍ପଣ କରିଛନ୍ତି ୨୬ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡ ପାଇଁ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଓ ସଂଗଠନରେ ସକ୍ରିୟ ସାତ ଜଣ ମହିଳା ସମେତ ୨୬ ଜଣ ମାଓବାଦୀ ଆଜି ସୁକମା ଜିଲ୍ଲା ପୋଲିସ ଅଧିକ୍ଷକ...

ବ୍ୟବସାୟିକ ଭାବେ ଜୈବ ବିଟୁମେନ୍ ବା ଜୈବ ପିଜୁ ଉତ୍ପାଦନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ବୋଲି ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସି.ଏସ୍.ଆଇ.ଆର୍. ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଐତିହାସିକ ସଫଳତା ହାସଲ...

ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ସହ କ୍ୱାର୍ଟର ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି । ପ୍ରଥମ ୪ଟି ମ୍ୟାଚ୍ ଶେଷ ସୁଦ୍ଧା ଗ୍ରୁପ୍ ଡି’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଓଡ଼ିଶା ଏକସଙ୍ଗେ ଦୁଇଟି ମ୍ୟାଚ୍ ହାରି ପଞ୍ଚମ ସ୍ଥାନକୁ ଖସି ନକ୍ ଆଉଟ୍ ସୁଯୋଗ ହାତଛଡ଼ା କରିଛି...

ହରିୟାଣିରୁ ୨ ପାକିସ୍ତାନୀ ଗୁପ୍ତଚର ଗିରଫ। ଦୁଇ ଗୁପ୍ତରଙ୍କ ମଧ୍ୟରୁ ଜଣଙ୍କୁୁ ଅମ୍ବାଲାରୁ ଏବଂ ଆଉ ଜଣଙ୍କୁ କୈଥଲରୁ ଗିରଫ କରିଛି ହରିୟାଣା ପୋଲିସ। ଜଣେ ଅଭିଯୁକ୍ତକୁ ପାକିସ୍ତାନକୁ ବାୟୁସେନା ଷ୍ଟେସନ ବିଷୟରେ ସମ୍ବେଦନଶୀଳ ସୂଚନା ଦେବାର ସନ୍ଦେହରେ ଅମ୍ବାଲା ପୋଲିସ ଗିରଫ କରିଛି। ତାଙ୍କୁ ଅମ୍ବାଲାର ବାସିନ୍ଦା ସୁନୀଲ ଓରଫ ସନି ଭାବରେ ଚିହ୍ନଟ କରାଯାଇଛି।...

ଵରିଷ୍ଠ କଂଗ୍ରେସ ନେତା ଓ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ । ଚିକିତ୍ସା ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି । ପିଟିଆଇ ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମଙ୍ଗଳବାର ସକାଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସୋନିଆ ଗାନ୍ଧୀ କିଛି ସମୟ ଧରି ଅସୁସ୍ଥ ଥିଲେ ।...









All rights reserved. Designed by Inter Softech