
ପୁରୀ : ପୁରୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡାକ୍ତର ସମ୍ବିତ...

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ। କୋଟି କୋଟି ଟଙ୍କା ଠୁଳ ଅଭିଯୋଗ ହୋଇଛି। ଭବାନୀପାଟଣା ନିକଟସ୍ଥ ଦୁଆରସୁନିରେ ୨୦ ଏକରର ଉନ୍ନତମାନର...

ମେ ୨୦ରେ ବନ୍ଦ ହେବ ସବୁ ମେଡିସିନ ଦୋକାନ: ଜାରି ହେଲା ୭ ସୂତ୍ରୀ ଗାଇଡଲାଇନ୍ ଆସନ୍ତା ମେ ୨୦ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ମେଡିସିନ ଦୋକାନ (Medicine Shops) ବନ୍ଦ ରହିବ। ନିଜର ବିଭିନ୍ନ ଦାବି ପୂରଣ ନେଇ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ତେବେ ଏହି...

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାକରି ବସ୍ କୁ ଧକ୍କାଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ି ଚାଳକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା ପୌରାଞ୍ଚଳର ଡିଏଭି ଛକ ନିକଟରେ ଯୋଡ଼ାରୁ ଝାଡ଼ଖଣ୍ଡ ଚକ୍ରଧରପୁର ଯାଉଥିବା ଏକ ଘୋରଇ ବସ୍...

ଡେରାଡୁନର ଘଣ୍ଟାଘର ଅଞ୍ଚଳରେ ବଜରଙ୍ଗ ଦଳର ପ୍ରତିବାଦ ପରେ ଏଫଆଇଆର ଦାଖଲ ଡେରାଡୁନ ୧୯/୦୫ : ଘଣ୍ଟାଘର ଅଞ୍ଚଳରେ ବଜରଙ୍ଗ ଦଳର ଏକ ବିଶାଳ ପ୍ରଦର୍ଶନ ପରେ ସୋମବାର ଡେରାଡୁନ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି।ରବିବାର ଘଣ୍ଟାଘର ଅଞ୍ଚଳରେ ପ୍ରତିବାଦକାରୀମାନେ “ଅନଧିକୃତ” ଅବରୋଧ କରିଥିଲେ, ଯାହା ଫଳରେ ଟ୍ରାଫିକ୍ ଜାମ୍ ସୃଷ୍ଟି...

ୱାଶିଂଟନ,୧୯/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କାତାର, ସାଉଦି ଆରବ ଏବଂ ୟୁଏଇର ଅନୁରୋଧରେ ଇରାନ ଉପରେ ନୂତନ ଆକ୍ରମଣ ସ୍ଥଗିତ ରଖିଛନ୍ତି। ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିଥିବା ପାକିସ୍ତାନର କୌଣସି ଉଲ୍ଲେଖ ନକରି ଟ୍ରମ୍ପ ସୋମବାର ବିଳମ୍ବିତ ଅପରାହ୍ନରେ ଟ୍ରୁଥ୍ ସୋସିଆଲରେ ଏହି ଘୋଷଣା କରିଛନ୍ତି। “ମୋତେ କାତାରର ଆମୀର, ତାମିମ...

ଭୁବନେଶ୍ୱର : ଭାରତ ଏବଂ ଶ୍ରୀଲଙ୍କା ୨୦୨୬ରେ ଟି୨୦ ବିଶ୍ୱକପ୍ କ୍ରିକେଟ ଆୟୋଜନ କରିବେ। ଏହି ବିଶ୍ୱକପର ସେମିଫାଇନାଲ, ଫାଇନାଲ ଏବଂ ଉଦଘାଟନୀ ମ୍ୟାଚ୍ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବିଶ୍ୱକପର ପ୍ରଥମ ଏବଂ ଶେଷ ମ୍ୟାଚ୍, ଅର୍ଥାତ୍ ଫାଇନାଲ୍, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ଗୋଟିଏ ସେମିଫାଇନାଲ...

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀଙ୍କ ସୂଚନା। ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା...

ଡେରାଡୁନ: ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ଡେରାଡୁନର ବନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଉତ୍ତରାଖଣ୍ଡର ବାର୍ଷିକୀର ସିଲଭର ଜୁବଲି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ ୮ ହଜାର କୋଟିର ଉପହାର ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀ ₹୮,୦୦୦ କୋଟିରୁ ଅଧିକ...

ନୀତି ଆୟୋଗର ସିଇଓ ବି.ଭି.ଆର.ସୁବ୍ରମଣ୍ୟମ୍ ଶୁକ୍ରବାର ଦିନ କହିଛନ୍ତି ଯେ ମାସ ଶେଷ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ ଆଲୋଚନା ସଫଳ ହୋଇପାରେ।ସେ ଏହା ମଧ୍ୟ କହିଛନ୍ତି ଯେ ଦେଶକୁ ଏହାର ନିବେଶ ହାରକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 35-36 ପ୍ରତିଶତକୁ ବୃଦ୍ଧି କରିବାକୁ ପଡିବ।ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଛନ୍ତି ଯେ ଆଲୋଚନା...

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ବିହାରର ପାଟନାଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରିଥିଲେ। ଶ୍ରୀ ଶାହ ମଧ୍ୟ ସ୍ୱଦେଶୀ ପ୍ରତିଜ୍ଞାର ସାମୂହିକ ଶପଥପାଠର ନେତୃତ୍ୱ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ...

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଙ୍ଗୋଲା ଏବଂ ବୋତ୍ସ୍ୱାନା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦୁଇ ଆଫ୍ରିକୀୟ ଦେଶକୁ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ହେବ। ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ସେମାନଙ୍କ ସଂସଦକୁ...








All rights reserved. Designed by Inter Softech