
କେମିଷ୍ଟ୍ରି ଏବଂ ଡ୍ର଼ଗିଷ୍ଟ ଆସୋସିଏସନ୍ ପକ୍ଷରୁ ସ୍ମାରକୀ ପତ୍ର ଆସନ୍ତା ୨୦ରେ ମେଡ଼ିସିନ୍ ଦୋକାନ ବନ୍ଦ ତାଳଚେର, ୧୩/୦୫ ଅନୁଗୋଳ ଜିଲ୍ଳା କେମିଷ୍ଟ୍ରି ଓ ଡ଼୍ରଗିଷ୍ଟ୍ ଆସୋସିଏସନ୍ (ଏବିସିଏ) ଉତ୍କଳ କେମିଷ୍ଟ ଏବଂ ଡ଼୍ରଗିଷ୍ଟ୍ ଆସୋସିଏସନ(ଇୟୁସିଡ଼ିଏ) ଓ ଅଲଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ୍ରି ଏବଂ ଡ଼୍ରଗିଷ୍ଟ (ଆଇଓସିଡ଼ି)ର ଏକ ଜିଲ୍ଳା ସହବନ୍ଦିତ ଶାଖା । ସର୍ବଭାରତୀୟ ଔଷଧ...

୧୨ଶହ ଲିଟର ଡ଼ିଜେଲ ଜବତ ୮ଗିରଫ ତାଳଚେର, ୧୩/୦୫ ତାଳଚେର ଲିଙ୍ଗରାଜ କୋଇଲା ଖଣି ରେଲୱେ ସାଇଡ଼ିଙ୍ଗରେ ଏନଟିପିସିକୁ ଟ୍ରେନ ଯୋଗେ କୋଇଲା ବୋଝେଇ କରୁଥିବ ବେଳେ ୮ଜଣ ଦୃର୍ବୁତ ଲୋକ ପାଇଲଟ ରେହମାନ ଖାନ ଓ ପ୍ରିତିଭୂଷଣ ସାହୁଙ୍କୁ ଆକ୍ରମଣ କରି ଟ୍ରେନରୁ ପ୍ରାୟ ୧୨ଶହ ଲିଟର ଡ଼ିଜେଲ ଚୋରି କରି ଦୃର୍ବୁତମାନେ ଫେରାର୍ ହୋଇଯାଇଥିଲେ...

ଟ୍ରମ୍ପ ସିଙ୍କ ସହ ଆଲୋଚନା ପାଇଁ ଚୀନରେ ପହଞ୍ଚିଛନ୍ତି ବେଜିଂ: (୧୩ ମଇ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ତିନି ଦିନିଆ ରାଷ୍ଟ୍ର ଗସ୍ତ ପାଇଁ ଚୀନରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଇରାନ ଯୁଦ୍ଧ ସମେତ ବିଭିନ୍ନ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବେ।ରାଷ୍ଟ୍ରପତି ସିଙ୍କ ନିମନ୍ତ୍ରଣରେ...

ପ୍ରାଥମିକ ଶିକ୍ଷକ ମହାସଂଘ ବିକ୍ଷୋଭ କୁ ଛତିଶ ଦିନ ଏବେବି ସରକାର ଙ୍କ ନିଷ୍ପତ୍ତି ଅପେକ୍ଷାରେ ଦୁଇ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ମହାସଂଘ ଲୋୟର ପି ଏମ୍ ଜି ରେ ଛତିଶ ଦିନରେ ଗଣ ଧାରଣା ଜାରି ରହିଛି । ମହାସଂଘ ର ଆବାହକ ରାମଲାଲ ପଟେଲ ନେତୃତ୍ୱରେ ଆଜି କନ୍ଧମାଳ, ରାୟଗଡ଼ା ଓ...

ଅମୂଲ ସାରା ଭାରତରେ କ୍ଷୀର ମୂଲ୍ୟ ପ୍ରତି ଲିଟର ୨ ଟଙ୍କା ବୃଦ୍ଧି କରିଛି, ଯାହା ୧୪ ମଇରୁ ଲାଗୁ ହେବ। ନୂଆଦିଲ୍ଲୀ: (୧୩ ମଇ) ଗୁଜୁରାଟ ସ୍ଥିତ ସମବାୟ କମ୍ପାନୀ ଗ୍ରାହକଙ୍କ ଉପରେ ଅଧିକ ଇନପୁଟ୍ ଖର୍ଚ୍ଚ ଲଦି ଦେଇଥିବାରୁ ଅମୂଲ ବୁଧବାର ଦିନ କ୍ଷୀର ମୂଲ୍ୟ ପ୍ରତି ଲିଟର ୨ ଟଙ୍କା ବୃଦ୍ଧି କରିଛି।...

ପୁରୀ-କୋରାପୁଟ ତିନି ସପ୍ତାହରେ ଚାଲୁଥିବା ନୂତନ ଏକ୍ସପ୍ରେସ ଟ୍ରେନ ଖୁବ୍ ଶୀଘ୍ର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ଭୁବନେଶ୍ୱର: (୧୩ ମଇ) ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା କରିଛନ୍ତି ଯେ ପୁରୀର ତୀର୍ଥସ୍ଥାନରୁ ଆଦିବାସୀ ଉପାନ୍ତ ଅଞ୍ଚଳ କୋରାପୁଟକୁ ସପ୍ତାହରେ ତିନିଥର ଏକ ନୂତନ ଏକ୍ସପ୍ରେସ ଟ୍ରେନ ଖୁବ୍ ଶୀଘ୍ର ଚଳାଚଳ କରିବ। ମାଝୀ...

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ...

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା।ଜବାବରେ ଭାରତ...

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ କାସାବ୍ଲାଙ୍କାର ସାମରିକ କମାଣ୍ଡର ମୁଖ୍ୟ ୱାଲି ଏବଂ ମରକ୍କୋରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ରାଣା ସ୍ୱାଗତ...

ଭରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ଥା ନାଗେଶ୍ୱରନ କହିଛନ୍ତି କି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ । କୋଲକାତାର ଏକ କାର୍ଯ୍ୟକ୍ରମରେ ନାଗେଶ୍ୱରନ...

ବିହାର ପରେ ଦିଲ୍ଲୀରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ- ଏସଆଇଆର୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ କମିସନ ୨୦୦୨ ମସିହାର ଭୋଟର ତାଲିକାକୁ ନିର୍ବାଚନମଣ୍ଡଳୀ ସହ ମିଶାଇ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ...

ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ, ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ...









All rights reserved. Designed by Inter Softech