
ଚାଇନାରେ ଚାଞ୍ଚଲ୍ୟ: ନୃତ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ କୁଣ୍ଢାଇ ପକାଇଲା ହ୍ୟୁମାନଏଡ୍ ରୋବୋ ଚୀନ୍ର ଶାନ୍ସି (Shaanxi) ପ୍ରଦେଶରେ ଏକ ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଜ୍ ଉପରେ ପରଫର୍ମ କରୁଥିବା ଏକ ହ୍ୟୁମାନଏଡ୍ ରୋବୋ (Humanoid Robot) ହଠାତ୍ ନିଜର ନିୟନ୍ତ୍ରଣ ହରାଇ ଜଣେ...

ଇରାନରେ ଇସ୍ରାଏଲର ଆଉ ଜଣେ ଗୁପ୍ତଚରକୁ ଫାଶୀ: ବଢ଼ୁଛି ଇରାନ-ଇସ୍ରାଏଲ ଉତ୍ତେଜନା ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ତିକ୍ତତା ଓ ଛାୟା ଯୁଦ୍ଧ ମଧ୍ୟରେ ଇରାନ ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଇସ୍ରାଏଲର ଗୁପ୍ତଚର ସଂସ୍ଥା ‘ମୋସାଦ’ (Mossad) ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଇରାନ ଆଉ ଜଣେ ବ୍ୟକ୍ତିଙ୍କୁ...

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ପାଇଁ ପ୍ରଚାର ମଇଦାନରେ ଅରବିନ୍ଦ କେଜରିୱାଲ, ବିଜେପି ଉପରେ କଲେ ତୀବ୍ର ଆକ୍ରମଣ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ଆମ୍ ଆଦମୀ ପାର୍ଟି (AAP) ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତୃଣମୂଳ କଂଗ୍ରେସ (TMC) ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। କୋଲକାତା ଏବଂ...

ହାଇଦରାବାଦ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା ତଥା ପୂର୍ବତନ ବିଧାୟିକା କେ.କବିତା ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସେନା) ରଖାଯାଇଛି। ଶନିବାର ମେଦଚାଲ ଜିଲା ଅନ୍ତର୍ଗତ ମୁନିରାବାଦଠାରେ ଆୟୋଜିତ ଉତ୍ସବରେ କବିତା ଦଳ ଗଠନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଦଳର...

ନୁଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ତ୍ରିପଲ୍ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୁର୍ଜାର ସୁଭାଷ ମାର୍ଗରେ ଥିବା ଆରଜେଏସ୍ ଫିଟନେସ୍ ଜିମ୍ରେ ଜଣେ କାଉନସିଲରଙ୍କ ଭାଇ ଏବଂ ଜଣେ ଯୁବକ ତାଙ୍କ ଜନ୍ମଦିନ ପାଳନ କରୁଥିବାବେଳେ ବିବାଦ ଦେଖାଦେଇଥିଲା । ବିବାଦ ପରେ, ତାଙ୍କ ଜନ୍ମଦିନ ପାଳନ କରୁଥିବା ଯୁବକ ନିଜ ଘରକୁ ଯାଇଥିଲେ।...

ଭୁବନେଶ୍ୱର: ଓଡ଼ିଆ ଜାତିର ଏକତା, ସ୍ୱାଭିମାନ ଓ ସମଗ୍ରିକ ଉନ୍ନତି ପାଇଁ ଅସାଧାରଣ ଅବଦାନ ରଖିଥିବା ମହାନ ଦୂରଦର୍ଶୀ ଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଦର୍ଶ ଓ କୃତି ଆଜିବି ସମାଜ ପାଇଁ ପଥପ୍ରଦର୍ଶକ ଭାବେ ରହିଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର...

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ...

ନୂଆଦିଲ୍ଲୀ, ୧୪/୦୪ : ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ସଫଳତା । ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ରୋକିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥାନ ଡିଆରଡିଓ ବିକଶିତ କରିଛି ଲେଜର ଅସ୍ତ୍ର । ଡିଆରଡିଓ ଦ୍ୱାରା ବିକଶିତ ଏହି ଡାଇରେକ୍ଟେଡ ଏନର୍ଜି ୱିପନ DEWର ଉତ୍ପାଦନ ଆରମ୍ଭ କରି ଖୁବଶୀଘ୍ର ଏହାକୁ ବିଭିନ୍ନ...

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରାଯିବ । କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ବାସିନ୍ଦା ତହବୁରକୁ ଆମେରିକାର ଲସ୍...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍ଲାଭା ଠାରେ ସ୍ଲୋଭାକ୍- ଭାରତ ବ୍ୟାବସାୟିକ ଫୋରମ୍କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ବ୍ୟବସାୟିକ ସୁଯୋଗକୁ ଆପୋଷ ଭାଗିଦାରୀରେ...

ତେଲେଙ୍ଗାନା ହାଇକୋର୍ଟ ୨୦୧୩ ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍)ର ୫ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଅଧିନତମ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ସୂଚନାଥାଉକି, ୨୦୧୩ ଫେବୃଆରୀ ୨୧ରେ ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ଦିଲସୁଖ ନଗର ଅଞ୍ଚଳରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ...

ଚ୍ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ସାଢ଼େ ଚାରି ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା । ପୁଲିସ୍ ଆରକ୍ଷି ଅଧିକ୍ଷକ ଗୌରବ ରାଇଙ୍କ ପାଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।ସେହିଭଳି ନୟନପୁର ଜିଲ୍ଲାରେ ୫ ଜଣ ମହିଳା...








All rights reserved. Designed by Inter Softech