
ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ପାଳିତ ଅନୁଗୋଳ,ତା.୧୫.୪:- ଜିଲ୍ଲା ପରିଷଦ ଓ ଜିଲ୍ଲା ସମାଜ ମଙ୍ଗଳବିଭାଗର ମିଳିତ ଆନୁକୁଲ୍ଯରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)
ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକ ଓ ଦର୍ଶକମାନଙ୍କୁ ସ୍ୱାଗତ। ଆଜି ୧୭ ଏପ୍ରିଲ ୨୦୨୬, ଶୁକ୍ରବାର। ଆସନ୍ତୁ ଜାଣିବା ଆଜିର ଶୁଭ ସମୟ, ଶୁଭ ରଙ୍ଗ ଏବଂ ସମସ୍ତ ୧୨ଟି ରାଶିର ଭାଗ୍ୟଫଳ। ଆଜିର ପଞ୍ଚାଙ୍ଗ ଓ ଶୁଭ ମୁହୂର୍ତ୍ତ ଆଜିର ରାଶିଫଳ ମେଷ (Aries) ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। କର୍ମକ୍ଷେତ୍ରରେ ପଦୋନ୍ନତିର...

ସିବିଏସିଇ ଦଶମ ଶ୍ରେଣୀ ପରୀକ୍ଷାରେ ଡ଼ିଏଭି ସ୍କୁଲର ସଫଳତା଼ତାଳଚେର, ୧୬/୦୪ ତାଳଚେର ସଦ୍ୟ ପ୍ରକାଶିତ ସିବିଏସଇ ଦଶମଶ୍ରେଣୀ ପରୀକ୍ଷାରେ ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଆଶାତିତ ସଫଳତା ହାସଲ କରିଛନ୍ତି । ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରୀମାନ ତ୍ରିମାନ ପ୍ରଧାନ ୯୯.୪% ପ୍ରଥମ ସ୍ଥାନ, ଅମୃତାଂଶୁ ଦାସ ୯୯% ୨ୟ ସ୍ଥାନ ଏବଂ ମଞ୍ଜୁଲିକା ସାହୁ ୯୮.୬%...

ଜଳସଙ୍କଟକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ରତାଳଚେର, ୧୬/୦୪ ତାଳଚେର ବ୍ଳକ ଅନ୍ତର୍ଗତ କଣ୍ଢାଳ ପଂଚାୟତର ତାଳବେଡ଼ା, ଏକାଦଶୀପୁର, ବନମାଳିପୁର, ଦାସରଥିପୁର ଓ ସୌଭାଗ୍ୟଗର ଅଂଚଳରେ ପାଳନୀୟ ଜଳର ଅଭାବର ସମାଧାନ ପାଇଁ ପଂଚାୟତ ସରପଂଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ୱାର୍ଡ଼ମେମ୍ବର ଉମାମଧବ ଆଚାର୍ଯ୍ୟ, ପୂର୍ଣ୍ଣିମା ପ୍ରିତିଛନ୍ଦା ହୋତା, ରବି ଶତପଥୀ, କେଶବ ବେହେରା ଓ ସଂଗ୍ରାମ ବେହେରା ଉପଜିଲ୍ଳାପାଳଙ୍କୁ...

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନତାଳଚେର, ୧୬/୦୪ ଏନଟିପିସି ତାଳଚେର ଥର୍ମାଲ ଡ଼ଃ ବିଆର ଆମ୍ବେଦକରଙ୍କ ୧୨୬ତମ ଜନ୍ମବାର୍ଷିକ ଏକ ଚିନ୍ତିତ ଭାବେ ସଂଯୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛି, ଯାହାର ଉଦଘାଟନ ପ୍ରତିମୂର୍ତି ଉନ୍ମୋଚନ ଏବଂ ଏକ ସାଂସ୍କୃତିକ ସନ୍ଧ୍ୟା ଦ୍ୱାରା କରାଯାଇଥିଲା । ସକାଳେ ଷ୍ଟେସନ ପରିସରରେ କାର୍ଯ୍ୟ ନିର୍ବାହି ନିର୍ଦ୍ଦେଶକ...

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା ୧୬ ଏପ୍ରିଲ, ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ସଦ୍ୟ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅସାଧାରଣ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସ୍କୁଲର ମୋଟ ୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଏବଂ ୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସ୍କୁଲକୁ ଗୌରଵାନ୍ଵିତ କରିଛନ୍ତି।...

ଆଜି ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା। ୨ ଦିନିଆ ଗସ୍ତରେ ଭୁବନେଶ୍ବର ଓ ପୁରୀରେ କାର୍ଯ୍ୟକ୍ରମ। ‘ମୋ ମାଟି, ମୋ ଦେଶ’ ଅଭିଯାନରେ ଯୋଗଦେବେ। ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନକୁ ଯିବେ l

ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଲୋକସଭାରେ ଦିନ ୧୨ଟାରେ ଆରମ୍ଭ ହେବ ବିତର୍କ। କଂଗ୍ରେସ ପକ୍ଷରୁ ମତ ରଖିବେ ସାଂସଦ ରାହୁଲ ଗାନ୍ଧି l ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ବିତର୍କ ଆରମ୍ଭ, ବିରୋଧୀ କଂଗ୍ରେସ ପକ୍ଷରୁ ଗୌରବ ଗୋଗୋଇ ଆରମ୍ଭ କଲେ ତର୍କ, ବିତର୍କ ଆରମ୍ଭରୁ ଲୋକସଭାରେ...

ଓବ୍ରାଏନ୍ ସସ୍ପେଣ୍ଡ ଟିଏମ୍ସିର ବରିଷ୍ଠ ସଦସ୍ୟ ଡେରିକ ଓବ୍ରାଏନ୍ ରାଜ୍ୟସଭାରୁ ସସ୍ପେଣ୍ଡ। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କଲେ ରାଜ୍ୟସଭା ଅଧ୍ୟକ୍ଷ। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ସସ୍ପେଣ୍ଡ ଓବ୍ରାଏନ୍ ସସ୍ପେଣ୍ଡ । ଟିଏମ୍ସିର ବରିଷ୍ଠ ସଦସ୍ୟ ଡେରିକ ଓବ୍ରାଏନ୍ ରାଜ୍ୟସଭାରୁ ସସ୍ପେଣ୍ଡ। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କଲେ ରାଜ୍ୟସଭା ଅଧ୍ୟକ୍ଷ। ଚଳିତ...

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ ମସ୍ଜିଦ ବିଜୟ ଚୌକ ନିକଟରେ ଥିବାବେଳେ ଅନ୍ୟଟି ଏକ ଥାନା ପାଖରେ ରହିଛି। ଉଭୟ...

ଜମିଜମା କମ୍ପ୍ୟୁଟରୀକରଣ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଭୁମି ସମ୍ମାନ ——————————————————— ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଅନୁଗୋଳ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୁମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ମଧ୍ୟପ୍ରଦେଶରେ ଦୁର୍ଘଟଣା ଯୋଗୁଁ ୬ ମୃତ ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ସଡ଼କ ଦୁର୍ଘଟଣା, ୬ ମୃତ ହୋଇଥିବା ସୂଚନା। ସାନୋଧା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କାର୍କୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଚିହ୍ନଟ, ଖୋଜୁଛି ପୋଲିସ।










All rights reserved. Designed by Inter Softech