![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-15.jpg)
ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ବୁଧବାର, ୧୫ ଏପ୍ରିଲ ୨୦୨୬, ଆପଣଙ୍କ ପାଇଁ ଦିନଟି କିପରି ରହିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ମେଷ (Aries) ଆଜି ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ। କର୍ମକ୍ଷେତ୍ରରେ ସଫଳତା ମିଳିବ ଏବଂ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ବୃଷ (Taurus) ପାରିବାରିକ...

ବାବା ସାହେବ ଆମ୍ବେଦକର ଙ୍କ ୧୩୫ତମ ଜନ୍ମଜୟନ୍ତୀ ପାଲିତ ହୋଇଯାଇଛି କଳାହାଣ୍ଡି। ଜୁନାଗଡ। ଭାରତ ରତ୍ନ ବାବାସାହେବଙ୍କ ଜନ୍ମଜୟନ୍ତୀ ସାରା ଭାରତ ବର୍ଷ ପାଳନ କରୁଥିବା ବେଲେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମରେ ମଧ୍ୟ ଧୁମଧାମରେ ପାଲନକରାଯାଇଛି,ଗ୍ରାମର ଶତାଧିକ ମହିଲା ପୁରୁଷ,ଜୁବକସମାଜ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଡିଜେ ବଜେଇ ଧୁମଧାମରେ ଗ୍ରାମ ପରିକ୍ରମା...

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା ବାଲିଗୁଡା, ତା, ୧୪/୦୪: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଅବସରରେ ମା’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ...

କୀରିବୁରୁଛକ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତା ତଥା ବଡ଼ବିଲ ର ମୁଖ୍ୟ ପ୍ରବେଶପଥ କିରୀବୁରୁ ଛକ ନିକଟରେ ଥିବା ମାଆ ତାରିଣୀଙ୍କ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ମହାବିଷୁବ ସଂକ୍ରାନ୍ତି’ ଓ ‘ଓଡ଼ିଆ ନବ ବର୍ଷ’ ପାଳିତ ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ...

ପିଡିଏସ ବଣ୍ଟନ ଦାବିରେ ଶାନ୍ତି ପୁର୍ଣ୍ଣ ଭାବରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ର ଚିଙ୍ଗୁଡ଼ିସର ପଞ୍ଚାୟତ ନୂଆଁ ଆଶା ଓ ବିଶ୍ୱାସର ସହ 2017ମସିହାରେ ଗଢ଼ିଥିବାଏହି ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ କିନ୍ତୁ ଆଜିବି ହିତାଧିକାରୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଚିଙ୍ଗୁଡ଼ିସର ପଞ୍ଚାୟତ ଅଫିସ ପରିସରରେ ଗୋଦାମ ଗୃହ ଥିବାସତ୍ୱେ ଏପର୍ଯ୍ୟନ୍ତ...

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ସରକାର ସମ୍ମାନିତ କରିଛନ୍ତି।

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ ସହିତ ଯୁବକ ପ୍ରେମ ସମ୍ପର୍କ ବିଷୟରେ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ପରିବାର...

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଗତ ଏକ ମାସ ତଳେ ନେଇ କେଉଁ ଆଡ଼େ ପଳେଇ...

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ...

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ପରଲୋକ ଗମନ କରିଛନ୍ତି। ଏଥି ନିମନ୍ତେ ଦେଶରେ ଏପ୍ରିଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକଦିବସ ପାଳନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟରେ ଯେଉଁଠାରେ ଜାତୀୟ ପତାକା ଉଡିଥାଏ, ଏହି ଦୁଇଦିନ ଅର୍ଦ୍ଧନମିତ...

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ ଆସିଛି। ସମଗ୍ର ଦେଶରେ କୌଣସି ଗୋଟେ ବି ରାଜ୍ୟ ସରକାର ସଙ୍ଗଠିତ/ଠିକା ଶ୍ରମିକ ମାନଙ୍କ...










All rights reserved. Designed by Inter Softech