
ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି ବାଲିଗୁଡା,ତା, ୧୪/୦୪:(ସୁଶୀଳ କୁମାର ପାଣିଗ୍ରାହୀ): ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ...

ଆମେରିକା ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ୫ ହଜାର ମାରିନ୍ ସୈନିକ, ବିଧ୍ୱଂସକ ଜାହାଜ ଏବଂ ସୋନାର୍ ଜାହାଜ ମୁତୟନ କରିଛି। ଏହି ନୌବାହିନୀରେ USS ତ୍ରିପୋଲି (LHA 7) ଭଳି ଜାହାଜ ଅନ୍ତର୍ଭୁକ୍ତ, ଯାହା ଆରବ ସାଗରରେ ରଖାଯାଇଛି। ପଞ୍ଚମ ପିଢ଼ିର F-35B ଲାଇଟନିଂ II ଲଢ଼ୁଆ ବିମାନ ଏବଂ MV-22 ospreys...

ଭୁବନେଶ୍ୱର: ଏସ୍ଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଏସ୍ଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ । ଟେକ୍ନୋ ସ୍କୁଲ କ୍ୟାମ୍ପସ ଭିତରେ ଚାଲିଛି ଏହି ଚଢ଼ାଉ । ପ୍ରାୟ ୨୦ଜଣିଆ ସିବିଆଇ ଟିମ୍ ତଥ୍ୟ ଓ ପ୍ରମାଣ...

ନୁଆଦିଲ୍ଲୀ: ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ଓ ବିଦେଶରେ ଥିବା ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ । ଏଥିସହ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପୋଷ୍ଟ କରି ନବବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ । ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ...

ଭୁବନେଶ୍ୱର: ଓଡିଆ ନବବର୍ଷର ଓ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ସିଏମ ମୋହନ ମାଝୀ । ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଆମ ସଂସ୍କୃତି ଓ ଓଡିଆ ଅସ୍ମିତା ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ ହେଉ । ଏପଟେ ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ସମିତି ସଭ୍ୟରୁ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ, *ବିଧାୟକ ଅଶୋକଙ୍କ କାଲିଠାରୁ ଦାୟିତ୍ୱ ଗ୍ରହଣଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ନିର୍ବିବାଦୀୟ ଲୋକ ପ୍ରତିନିଧି ତଥା ପାଲହଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ...

ମେ’ ୨୪ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ, ଅଷ୍ଟ୍ରେଲିଆ PMଙ୍କ ସୂଚନା। କ୍ବାର୍ଡ ଗ୍ରୁପରେ ଅଛନ୍ତି ଜାପାନ, ଅଷ୍ଟ୍ରେଲିଆ, ଭାରତ ଓ US। ଇଣ୍ଡୋ-ପାସିଫିକ୍ର ସୁରକ୍ଷା ‘କ୍ବାର୍ଡ’ ଗ୍ରୁପର ମୁଖ୍ୟ ଲକ୍ଷ୍ୟ। ମେ’ରେ ଅଷ୍ଟ୍ରେଲିଆ ଯିବେ PM ମୋଦି ।

କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ୧୦ଟି ଦୀପକୁ ଯୋଡିବ ଏହି ୱାଟର ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର ଫିଚର୍ସ ସହ ସୁରକ୍ଷା ଦୃଷ୍ଟିରୁ ବେଶ ଖାସ ହେଉଛି ୱାଟର ମେଟ୍ରୋ ।

ଅନୁଗୋଳ ସହରର ହେମସୁରପଡ଼ା ଦୁର୍ଗା ମଣ୍ଡପ ପାଖରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୋଟିଏ ପ୍ରତିମୂର୍ତ୍ତି ଅଛି। ତେଣୁ ଗତ କାଲି ବିଜୁଟ୍ଟନାୟକ ଙ୍କର ୨୬ ତମ ତିରୋଧାନ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଅନୁଗୋଳ ଜିଲ୍ଲା ତଥା ସହରର ହେମସୁରପଡା ଅଞ୍ଚଳରେ ଥିବା ବିଜୁ ବାବୁଙ୍କୁ ଫୁଲ ମାଳ ଟିଏ...

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ ବିଭିନ୍ନ ଅଗ୍ନି ନିରାପତା କାର୍ଯ୍ୟକ୍ରମ ସହ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି ।...

ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ଉପଜିଲ୍ଲାପାଳ ବାଇଦୁର ଦୀପ ନେତୃତ୍ଵରେ ଆଜି ଏକ ମଲ୍ଟି ସ୍କ୍ୱାର୍ଡ ଗଠନ କରାଯାଇ ଥିଲା। ରାସ୍ତାରେ ବେଆଇନ ପାର୍କିଂ, ଟ୍ରାଫିକ୍ ସମସ୍ୟା ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି, ହୋଟେଲ, ଜଳଖିଆ ଦୋକାନ ଅଳଙ୍କାର ଦୋକାନ, ଔଷଧ ଦୋକାନ ବିଦେଶୀ ମଦ...

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର ପ୍ରତିବାଦରେ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣିବାକୁ ନାରାଜ। ଗତ...








All rights reserved. Designed by Inter Softech