
ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସେବା ସପ୍ତାହ ପାଳନ କରାଯାଉଛି। ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ୍ ୧୪ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଥିବା ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏହି ସେବା ସପ୍ତାହ...

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ବାଲିଗୁଡା,ତା, ୧୪/୦୪: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା ‘...

ବାବା ସାହେବ ଡଃ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ । ଅନୁଗୋଳ,ତା.୧୪.୪:- ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବଅଁରପାଳ ସେବାଶ୍ରମ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେବାଶ୍ରମ ପରିସରରେ ଆୟୋଜିତ ଊତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ...

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୧୩.୦୪:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ଜନଶୁଣାଣି ଶିବିରରେ ସମୁଦାୟ ୩୨ଟି...

ନୂଆଦିଲ୍ଲୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗଦେଇଛନ୍ତି। ଟିଏମ୍ସି ମୁଖ୍ୟାଳୟରେ ମନ୍ତ୍ରୀ ବ୍ରତ୍ୟ ବସୁ ଓ ଦଳୀୟ ସାଂସଦ କିର୍ତ୍ତୀ ଆଜାଦଙ୍କ ଉପସ୍ଥିତିରେ ଚନ୍ଦ୍ର ବୋଷ ଟିଏମ୍ସିରେ ସାମିଲ ହୋଇଛନ୍ତି। ନେତାଜୀଙ୍କ ଭଳି ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ଆଦର୍ଶକୁ ବିଜେପି ଅନୁସରଣ କରୁନଥିବାରୁ ସେ...

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ...

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ ଏକ ଅଜଣା ଗାଡ଼ି OD09M- 2870 ନମ୍ବର ବିଶିଷ୍ଟ ଏକ ପଲ୍ସର ମୋଟରସାଇକେଲ କୁ...

ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ ଇଶାନ ଙ୍କ ଅର୍ଦ୍ଧଶତକ ଓ କ୍ୟାପଟେନ ଙ୍କ ଧମାକା ଦାର ପାଳିରେ ମୁମ୍ବାଇ ଇଣ୍ଡିୟାନ୍ ର ସହଜ ବିଜୟ। ମୁମ୍ବାଇ ଇଣ୍ଡିୟାନ୍ ଟଚ ଜିତି କଲିକତା ନାଇଟ୍ ରାଇଡ଼ର କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ଭେଙ୍କଟେଶ ଆୟର ଙ୍କ ଦମଦାର ଶତକ ବଳରେ...

ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ସାନ ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା ପ୍ରୟାଗରାଜରେ ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ତାର ଭାଇ ଆଶ୍ରଫକୁ ତିନି ଦୁର୍ବୃତ୍ତ ହତ୍ୟା କରିବା ପରେ ଏହି ଘଟଣାରେ ନ୍ୟାୟିକ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ...

ଭୁବନେଶ୍ୱର ( ୧୫ / ୦୪ / ୨୦୨୩) ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଅପ୍ରେଲ ୧୭ରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ , ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ...

କଟକ ଚୌଦ୍ୱାର ବଜରଙ୍ଗ ଦଳପକ୍ଷରୁ ଚୌଦ୍ୱାର ଅଂଚଳରେ ପବିତ୍ର ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ ଅବସରରେ ରାମ ନାମରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ରାମମୟ ପରିବେଶ ସୃଷ୍ଟି ହୋଇଥିଲା। ବଜାରଙ୍ଗୀ ମାନେ ପଦଯାତ୍ରା ସହ ବାଇକ ଶୋଭାଯାତ୍ରା ରେ ଶତାଧିକ ଧ୍ୱଜା ଧରି ନଗର ପରିଭ୍ରମଣ କରିଥିଲେ। ଏହି...

କଟକ ବିରୂପା ନଦୀ ଉପରେ ହେବ ଏକ ସେତୁ। ୬୦ କୋଟି ର ବ୍ୟୟବରାଦ ରେ ୫୦୦ ମିଟର ସେତୁ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ଆଜି ପ୍ରସ୍ତାବିତ ଜାଗା ପରିଦର୍ଶନ କଲେ ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ଏବଂ ବିଭାଗୀୟ ଆଧିକାରୀ, ଯନ୍ତ୍ରୀ । ଏହି ସେତୁ ନିର୍ମାଣ ଦ୍ୱାରା ମଣ୍ଡାପଡା କଟକ...








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-10-scaled.jpg)
All rights reserved. Designed by Inter Softech