
ତେହରି, ୦୮ ଏପ୍ରିଲ ୨୦୨୬: ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର କ୍ରୀଡା କ୍ଲଷ୍ଟରର ମହାନ ଉଦଘାଟନ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର କ୍ରୀଡା କ୍ଲଷ୍ଟରକୁ ଆଜି ଉତ୍ତରାଖଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମି ଭର୍ଚୁଆଲ୍ ମୋଡ୍ରେ ଉଦଘାଟନ କରିଛନ୍ତି। ଭାରତ-ତିବ୍ଦତୀୟ ସୀମା ପୋଲିସ ବାହିନୀ ଦ୍ୱାରା ଆୟୋଜିତ ଏହି ଜାତୀୟ ସ୍ତରୀୟ...

ଆଜି ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଆଜି ଖୋର୍ଦ୍ଧା ଗସ୍ତରେ ଆସି ଭୂଇଁପୁର ଶିଳ୍ପାଞ୍ଚଳରେ ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଗୁନିଆକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ରସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି...

ସ୍ଟୁଆର୍ଟ ବିଜ୍ଞାନ କଲେଜ ତରଫରୁ ମେଗା ରକ୍ତ ଦାନ ଶିବିର କଟକ ବକ୍ସି ବଜାର ମିଶନ ରୋଡ଼ ସ୍ଥିତ ସ୍ଟୁଆର୍ଟ ବିଜ୍ଞାନ କଲେଜ ରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, କଲେଜର ଛାତ୍ର ଛାତ୍ରୀ ମାନେ ଅତି ଆଗ୍ରହ ସହ ରକ୍ତ ଦାନ କରିଛନ୍ତି, ଏହି ରକ୍ତ ଦାନ ଶିବିର NCC, YRCଏବଂ NSS...

ରାସ୍ତା ପାଲଟିଛି ମରଣଯନ୍ତା, ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ ଭଟଲି(ଅଭିମନ୍ୟୁ ପଧାନ );- ଭଟଲି ବ୍ଳକ୍ କେଶାଇପାଲି ପଞ୍ଚାୟତ ଅନ୍ତର୍ଗତ ତରାଜୁଙ୍ଗାଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ ଅନୁସାରେ କେଶାଇପାଲି ସମେତ ଆଖପାଖ ଅଞ୍ଚଳରୁ ପ୍ରତ୍ୟହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତରାଜୁଙ୍ଗା ସ୍ଥିତ ଓଡିଶା...

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରୁ ବିଜେପୁର ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ୧୭ କିଲୋମିଟର ରାସ୍ତା କାମ ୨୦୨୪ ମସିହାରୁ ଠିକାଦାର ଆରମ୍ଭ କରି ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ ହୋଇ ପାରୁନି I ସମସ୍ତ ବ୍ରିଜ କାମ ଅଧା ପନ୍ତରିଆ ହୋଇ ପଡିଛିତ ଆଉ କୋଉଠି ମାଟି ଗଣ୍ଡେ ମେଟାଲ...

ଭୁବନେଶ୍ୱର: ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ପାଖାପାଖି...

୨୦୨୩-୨୪ ବର୍ଷ ପାଇଁ ଆସିବ ଆର୍ଥିକ ବଜେଟ୍ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ୫ମ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସବୁ ବର୍ଗର ଲୋକଙ୍କୁ ସୁହାଇବା ପରି ଆସିପାରେ ବଜେଟ୍ ।

ରାଜ୍ୟସ୍ତରୀୟ ଶହୀଦ ଦିବସ ଅବସରରେ ଓଡିଶା ବିଧାନସଭା ପ୍ରାଙ୍ଗଣରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ଯ, ବିଧାୟକ ଓ ସାଂସଦମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

କୋଇଲା ମନ୍ତ୍ରଣାଳୟଙ୍କ ଅନ୍ତର୍ଗତ ପ୍ରମୁଖ ସିପିଏସଇ, ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ) ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଖନନ ପ୍ରଥା ମାଧ୍ୟମରେ କୋଇଲା ଉତ୍ପାଦନରେ ଲଗାତର ନୂତନ ସଫଳତା ହାସଲ କରିଚାଲିଛି । ଏହି କ୍ଷେତ୍ରରେ ଏମସିଏଲର ନୂଆ ଉପଲବ୍ଧି ମଧ୍ୟରେ ଓଡିଶାର ଝାରସୁଗୁଡା ସ୍ଥିତ ଇବ ଭ୍ୟାଲି କୋଲଫିଲ୍ଡସର ଓରିଏଣ୍ଟ ଏରିଆ ଖଣି ସଂଖ୍ୟା-...

ଲାଇଭଲି ହୁଡ୍ସ ଅଲଟରନେଟିଭ୍ସ ନେତୃତ୍ୱରେ କୃଷି ଉତ୍ପାଦକ ସଂଗଠନ(ଏଫପିଓ) ଉଦ୍ୟମରେ ଗୁଜରାଟ ଗସ୍ତ କରୁଥିବା ଓଡ଼ିଶାର ଚିନାବାଦାମ ଚାଷୀମାନେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଗୁଜରାଟ ମଡେଲକୁ ଦେଖିଲେ ଅଧିକ କୁଶଳୀ ହେବେ । ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ଯାତ୍ରା ବେଶ୍ ସହାୟକ ହେବବୋଲି କହିଛନ୍ତି...

ଅଭିବାଦନ ଗ୍ରହଣ କଲେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର , ୨୬ / ୦୧ / ୨୦୨୩ : ରାଜଧାନୀ ଭୁବନେଶ୍ଵରର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା...

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ନାଁ ବଦଳିଲା ।ଆଜିଠାରୁ ମୋଗଲ ଗାର୍ଡେନ ନାଁ ହେଲା ଅମୃତ ଉଦ୍ୟାନ । ନାମ ପରିବର୍ତ୍ତନ ନେଇ ପ୍ରେସମିଟରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ।










![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-7-scaled.jpg)
All rights reserved. Designed by Inter Softech