
ଭୁବନେଶ୍ବର: ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ...

ଭଦ୍ରକ: ଗୋ-ମାଫିଆଙ୍କ ଘରେ ରେଡ । ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ବରେ ଜିଲ୍ଲାର ଏକାଧିକ ସ୍ଥାନରେ ପୋଲିସର ଚଢ଼ାଉ । ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶରେ ଭଦ୍ରକ ରେ ୮ଟି ସ୍ଥାନରେ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ୩ ପ୍ରସଙ୍ଗ ନେଇ କରିଛନ୍ତ ଆଲୋଚନା । ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜମି ଅଧିଗ୍ରହଣ କେତେ ଦୂର ଆଗେଇଛି ତାର ସମୀକ୍ଷା କରିଛନ୍ତି...

ଭୁବନେଶ୍ୱର: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାନସ ସନ୍ତାନ ବୋଲାଉଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପର କଳେବର ସମ୍ପର୍କରେ ଆଜି ଲୋକସେବା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍ଡିଂର ଢାଞ୍ଚା ସମେତ ଖେଳ ପଡିଆ ନିର୍ମାଣ, ମଲ୍ଟି ପର୍ପଜ ହଲ ନିର୍ମାଣ...

ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟ ସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ’ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ...

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ମଧ୍ୟରେ ନିର୍ବାଚନ କମିଶନ ପୁଣି ଥରେ ଭୋଟର ବାଦ ପଡିଛନ୍ତି। କମିଶନଙ୍କ ନୂତନ ତାଲିକାରୁ ୯୧ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି। ଏଥର, ନିର୍ବାଚନ କମିଶନ ଜିଲ୍ଲାୱାରୀ ଭୋଟର ତାଲିକା ପ୍ରକାଶ କରିଛନ୍ତି, ଯାହା ବହୁ ସଂଖ୍ୟକ ଭୋଟର ବାଦ ପଡିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ମୋଟ ୬୦,୦୬,୬୭୫ ଭୋଟରଙ୍କ...

ସୁଖୋଇ – 30 ଏବଂ ମିରାଜ 2000 ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ସୁଖୋଇ – 30 ଓ ମିରଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଅଭ୍ୟାସ ସମୟରେ ମଧ୍ୟପ୍ରଦେଶର ମୋରେନା ନିକଟରେ ଏକ ମିରାଜ 2000 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାଗ୍ରସ୍ତ ସ୍ଥାନର...

କ୍ରିକେଟର ଆକ୍ସର ପଟେଲ ମେହେ ପଟେଲଙ୍କୁ ବିବାହ କରିଛନ୍ତି, ପିକ୍ସ ସର୍ଫେସ୍ ଟିମ୍ ଇଣ୍ଡିଆ – ରାଉଣ୍ଡର ଆକ୍ସର ପଟେଲ ଗୁରୁବାର ଦିନ ଭଦୋଦରାଠାରେ ତାଙ୍କ ପିଆନ୍ସ ମେହେ ପଟେଲଙ୍କୁ ବିବାହ କରିଥିଲେ। ତାଙ୍କ ବିବାହର ଚିତ୍ର ଅନଲାଇନରେ ଆସିଛି | ଏହି ଯୋଡି ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଜାନୁଆରୀ 2022...

ପଞ୍ଚାୟତ ଅଫିସ ରେ ତାଲା ପକାଇଲେ ଗାଁ ଲୋକେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର( କ )ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, CRP, MBK ଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ତାଲା ପକାଇଲେ ଗାଁ ଲୋକେ...

ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଓ ମାତା ସରସ୍ଵତୀ ଙ୍କ ପୂଜା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେହରୁ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଧର ଗଡନାୟକ ଯୋଗ ଦେଇଥିଲେ। ସକାଳ...

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତ ହେବ ପ୍ରତି ପଞ୍ଜୀକରଣ ପାଇଁ ଗୋଟିଏ ଚାରା ରୋପଣ କରାଯିବ – ୪.୨ ଲକ୍ଷ ଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ – ୩୫୦୦ ଦୌଡ଼ ଉତ୍ସାହୀ ଅଂଶଗ୍ରହଣ କରିବେ ଭୁବନେଶ୍ବର : ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ...

ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଅଞ୍ଚଳର ଯାତ୍ରୀଙ୍କୁ ନେଇ ନୀଳମାଧବ ବସଟି ହରିଶଙ୍କର ପିକନିକ ଯାଇଥୀଲା...










All rights reserved. Designed by Inter Softech