
*ବସୁଧା ଯୋଜନା ନାମ କୁ ମାତ୍ର, *ପାଣି ପାଇଁ ହନ୍ତସନ୍ତ ଗ୍ରାମ ** ବାସି,*ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ପରlବିଲ ପଂଚାୟତ ର ଗଣିଘସା ଝାଡ଼ ଗ୍ରାମରେ ଆଜକୁ 3ବର୍ଷ ହେବ ପିଇବା ପାଣି ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ,ମହିଳା ମାନେ କହିବା କଥା କି ଦୀର୍ଘ ଦିନ ସରପଞ୍ଚ ଙ୍କୁ କହିବା ସହ ବିଡ଼ିଓ ଙ୍କୁ...

ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ –ସୁସ୍ଥତା ଓ ସମ୍ପ୍ରଦାୟ ସେବା ଭିତ୍ତିକ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଗୁଳ, ୯ ମାର୍ଚ୍ଚ: ଜିନ୍ଦଲ ଷ୍ଟିଲ୍ର କର୍ମଚାରୀମାନେ ଅନୁଗୁଳ ପ୍ଲାଣ୍ଟ ଏବଂ ନିକଟବର୍ତ୍ତୀ ଅଂଚଳରେ ସୁସ୍ଥତା ଏବଂ ସମ୍ପ୍ରଦାୟ ସେବା ଉପରେ କେନ୍ଦ୍ରିତ ଏକାଧିକ କାର୍ଯ୍ୟକ୍ରମ ସହିତ ଜିନ୍ଦଲ ଷ୍ଟିଲ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରିଛନ୍ତି। ଯୋଗ...

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଗୋଳ ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ସୋମବାର ୯ ତାରିଖରେ ଶେଷ ହୋଇଛି। ଶେଷ ଦିନରେ ୧୧ ଜଣ ଆଇନଜୀବୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓକିଲ ସଂଘର ସଭାପତି ପଦ ପାଇଁ ବର୍ତ୍ତମାନର ସଭାପତି ଆଇନଜୀବୀ...

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ସୋମବାର ବିହାର, ହରିୟାଣା ଏବଂ ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଳେ ଓଡ଼ିଶା ପର୍ଯ୍ୟବେକ୍ଷକ ହୋଇଥିବା ବେଳେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କୁ ହରିୟାଣା...

ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ସହିତ ପଶ୍ଚିମ ଏସିଆର ଜାରି ସ୍ଥିତି ଏବଂ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ପ୍ରମୁଖ ବିବୃତ୍ତି ଜାରି କରାଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସଂସଦରେ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ବିବୃତ୍ତି ଦେଇଛନ୍ତି।...

ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି। ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍ରୁ ୪୪ କଏଦୀ ଫେରାର୍ ହୋଇଥିଲେ । ୨୭ ଜଣଙ୍କୁ ଗିରଫ କରାଯାଇଛି । ଏବେବି ୧୭ଜଣ ଫେରାର୍। ଗୃହରେ ମୁଖ୍ୟମନ୍ତ୍ରୀ...









All rights reserved. Designed by Inter Softech