
ଦୀର୍ଘ ୮ ବର୍ଷ ର ସଂଘର୍ଷ ପରେ ଅବସର ପ୍ରାପ୍ତ ସୈନିକ ରତି ରଞ୍ଜନ ଜେନା ଙ୍କୁ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ମିଳିଲା ନ୍ୟାୟ……ବିଷୟ: ତା ୧୦/୩/୨୦୨୬,ସଦର ବ୍ଳକ ଅନ୍ତର୍ଗତ ଧିରପାଟଣା ଗ୍ରା:ପ, କୃଷ୍ଣ ପ୍ରସାଦ ଗ୍ରାମ ର ରାତି ରଞ୍ଜନ ଜେନା ନିଜ ବାଙ୍କୁଆଳ ମୈ।ଜା ଜମିରେ ଘର କରିବା ପାଇଁ ତା.୭/୫/୨୦୧୮...

ଦ୍ରୁତଗତିରେ ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାରୁ ଦୁର୍ଘଟଣା।ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ଧକ୍କା ଦେଲା ବାଇକ ସ୍ୱାମୀ ଗୁରୁତର। ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତରେ ଦୁର୍ଘଟଣା, ପଥଚାରି ଙ୍କୁ ଧକ୍କା ଦେଲା ମୋଟର ସାଇକେଲ,ଦୁର୍ଘଟଣାରେ ପଥଚାରିଙ୍କ ଗୋଡ଼ ଭାଙ୍ଗିଲା। ଏହିଭଳି ଏକ...

ଜଗତ୍ପୁରସ୍ଥିତ କସ୍ବୋର୍ଡ଼ କାରଖାନା କାର୍ଯ୍ୟରତ ଶ୍ରମିକ ସେମାନଙ୍କର ବକେୟା ପ୍ରାପ୍ୟ ଦାବି କରି ଧାରଣା ଆନ୍ଦୋଳନ ୯୦୦ ଦିନରେ ପହଞ୍ଚିଲା କଟକ ତା.୧୦,୦୩-ଜଗତପୁର ଶିଳ୍ପାଞ୍ଚଳସ୍ଥିତ କସ୍ବୋର୍ଡ଼ ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ବଳେୟା ପ୍ରାପ୍ୟ ଦାବିକରି ଆଜି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି । ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି...

ଓଜେପିଟି ପକ୍ଷରୁ କଟକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ କଟକ,୦୯-୦୩-୨୦୨୬ ରିଖ ଓଡିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (ଓଜେପିଟି) ପକ୍ଷରୁ ଟାଉନ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳା ସଶକ୍ତିକରଣ,ନେତୃତ୍ୱ ଓ ସାମାଜିକ ଉନ୍ନତିର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ବାଳିକାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ,ରଚନା ଲେଖନ,ହେୟାର...

ପଦ୍ମାବତୀପୁର (ବଉଳପୁର ) ରେ ମହାଆଡମ୍ବର ରେ ପାଳିତ ହେଲା ଷଷ୍ଠ ଦୋଳଯାତ୍ରା Dt -10/03/2026 ତାଳଚେର – କୋଇଲାଖଣି ଦ୍ୱରା ବିସ୍ଥାପିତ ହେବା ପରେ ମଧ୍ୟ ଏକତ୍ରିତ ହୋଇ ପ୍ରଭୁ ଦୋଳଗୋବିନ୍ଦଙ୍କ ଷଷ୍ଠ ଦୋଳଯାତ୍ରା ପାଳନ କଲେ ନୂତନ ଭାବେ ଗଠିତ ହୋଇଥିବା ପଦ୍ମାବତୀପୁର ପଞ୍ଚାୟତ ବଉଳପୁର ଗ୍ରାମବାସୀ । ବିସ୍ଥାପିତ ହେବା ପରେ ନିଜର...

ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଆଠ ସ୍ଥିତ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନଅ ତାରିଖ ସଂନ୍ଧ୍ୟାରେ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ଆଠ ପିଏଚଡି...









All rights reserved. Designed by Inter Softech