
ଲାଉଲଇ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଆଜି ପ୍ରିୟା ସ୍ଵେଚ୍ଛାସେବୀ ସଂଗଠନ ଓ my bharat Dhenkanal ମିଳିତ ସହଯୋଗ ରେ ଲାଉଲଇ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି। ଏଥିରେ ମହିଳା ସଂଯୋଜିକା ଇଲନ ପ୍ରଭା ସେନାପତି ମୁଖ୍ୟ ଅତଥିଭାବେ ଯୋଗ ଦେଇ ମହିଳା ମାନଙ୍କର ଅଧିକାର ବିଷୟରେ ବୁଝାଇ କହିଥିଲେ। ପ୍ଲାକ...

ଭୁବନେଶ୍ୱର : ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି। ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା...

ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ଅନୁଗୋଳ, ୦୮.୦୩ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର...

ବିଶ୍ୱ ଯୁବକ କେନ୍ଦ୍ର, ଫାଂସା, ଆଇ. ଆଇ ୱାଇ ଡି ତରଫରୁ ବିଶ୍ୱ ମହିଳା ଦିବସ ଓ ସେମିନାର ଅନୁଷ୍ଠିତଆଜି ମାର୍ଚ୍ଚ 8 ତାରିଖରେ ଢେଙ୍କାନାଳ ସଦର ବ୍ଲକ ର ନାଗିଆପସୀ ଗ୍ରାମ ପଂଚାୟତରେ ବିଶ୍ୱ ଯୁବକ କେନ୍ଦ୍ର, ଫାଂସା ଓ ଆଇ ଆଇ ୱାଇ. ଡି ଭୁବନେଶ୍ୱର ତରଫରୁ ବିଶ୍ୱ ମହିଳା ଦିବସ ସହିତ ମହିଳା...

ଭୁବନେଶ୍ବର: ହାଇୱା ଧକ୍କାରେ ତିନି ବାଇକ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ସୂଚନା ଅନୁଯାୟୀ, ଏକ ବାଇକରେ ତିନି ଯୁବକ ନିଆଳି ରାସ୍ତାରେ ଯାଉଥିଲେ । ଦ୍ରୁତଗତିରେ ଆସି ଏକ ହାଇଓ୍ବା ବାଇକ୍...

ନୁଆଦିଲ୍ଲୀ: କୋଇଲା, ଇସ୍ପାତ, ସାର, ସିମେଣ୍ଟ, ଖାଦ୍ୟଶସ୍ୟ ଏବଂ କଣ୍ଟେନର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦକ୍ଷ ପରିବହନ ସୁନିଶ୍ଚିତ କରି ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବାରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଫେବୃଆରୀ ୨୦୨୬ରେ ମାଲ ପରିବହନ ଗତ ବର୍ଷର ସମାନ ଅବଧି ତୁଳନାରେ ସ୍ଥିର ଅଭିବୃଦ୍ଧି ରେକର୍ଡ କରିଛି, ଯାହା ବିଭିନ୍ନ...










All rights reserved. Designed by Inter Softech